ମୁମ୍ବାଇ : ଦୁଇ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ଭାରତ । ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଶେଷ ଓଭରରେ ଶ୍ରୀଲଙ୍କାକୁ ୨ ରନରେ ହରାଇଦେଇଛି ଭାରତ ।
That's that from the 1st T20I.#TeamIndia win by 2 runs and take a 1-0 lead in the series.
Scorecard – https://t.co/uth38CaxaP #INDvSL @mastercardindia pic.twitter.com/BEU4ICTc3Y
— BCCI (@BCCI) January 3, 2023