ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚିଛି ଓ୍ବାର୍ମଅପ୍ ମ୍ୟାଚରେ ନିଜ ଦକ୍ଷତା ପରଖୁଛନ୍ତି। ଭାରତ ଏହାର ପ୍ରଥମ ଓ୍ବାର୍ମଅପ୍ ମ୍ୟାଚ ଆଜି ଇଂଲଣ୍ଡ ବିପକ୍ଷରେ ଖେଳିବ। ଇଂଲଣ୍ଡ ହେଉଛି ଗତଥରର ଚାମ୍ପିୟନ। ତେଣୁ ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ନିଜର ଅଭ୍ୟାସକୁ ଚୂଡ଼ାନ୍ତ ରୂପଦେବ। ଓ୍ବାର୍ମଅପ୍ ମ୍ୟାଚ ଅଫିସିଆଲ ମର୍ଯ୍ୟଦା ପାଉ ନ ଥିବାରୁ ଏଥିରେ ଦଳ ଗୁଡ଼ିକ ଆବଶ୍ୟକ ଅନୁସାରେ ଅଧିକ ଖେଳାଳି ଖେଳାଇବା ନିୟମ ରହିଛି। ତେଣୁ ଏଥିରେ ଉଭୟ ଦଳ ଏକାଧିକ ଖେଳାଳିଙ୍କୁ ପରୀକ୍ଷା କରିପାରିବେ।
Trending
- ଅପରେସନ୍ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ
- ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ
- ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଂଚାଅ ଆନ୍ଦୋଳନ: ବିଜେପି
- ବିଜେପିକୁ ଟାର୍ଗେଟ କଲେ ରାହୁଲ
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
Prev Post
Next Post