ପୃଥିବୀର ସବୁଠୁ ବଡ଼ ରହସ୍ୟ ହେଉଛି ୟୁଏଫଓ ବା ଅନଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟ। ୟୁଏଫଓକୁ ନେଇ ପ୍ରକାଶ ପାଇଥିବା ନାସାର ରିପୋର୍ଟରେ ଏହା କୁହାଯାଇଛି। ୟୁଏଫଓ ଅନ୍ୟ କୌଣସି ଗ୍ରହର ଯାନ ବୋଲି କୌଣସି ପ୍ରମାଣ ପାଇଲାନି ନାସା। ୟୁଏଫଓ କଣ ତାହା ସ୍ପଷ୍ଟ ହେଲାନି।ରିପୋର୍ଟ ପ୍ରକାଶ କରି କହିଛନ୍ତି ନାସା ପ୍ରଶାସକ ବିଲ ନେଲସନ। ତେବେ ପୃଥିବୀ ଛଡ଼ା ବ୍ରହ୍ମାଣ୍ଡରେ ଅନ୍ୟ କୌଣସି ଗ୍ରହରେ ଜୀବଜଗତ ଥାଇପାରେ। ଏହାର ସନ୍ଧାନ ଜାରି ରଖିଛି ନାସା। ନାସା ଏଥିରେ ସଫଳ ହେବ ବୋଲି କହିଛନ୍ତି ବିଲ ନେଲସନ। ୟୁଏଫଓ କଣ ? ପୃଥିବୀ ବାହାରୁ ପୃଥିବୀକୁ କିଛି ଯାନ ଆସୁଛି କି ? ଏଲିଅନ ବାସ୍ତବରେ ଅଛନ୍ତି କି ? ଏହା ଉପରେ ଗବେଷଣା କରୁଥିଲା ନାସା। ବୈଜ୍ଞାନିକ, ବୈମାନିକ ଏବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ୍ସପର୍ଟ ମାନଙ୍କର ଏକ ୧୬ ଜଣିଆ ଗ୍ରୁପ ଏହା ଉପରେ ଗବେଷଣା କରୁଥିଲେ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post