ମେଟ୍ରୋ ଟିଭି ବ୍ୟୁରୋ,୨/୧: ଏବେ ମହିଳାଙ୍କୁ ସୁରକ୍ଷା ଯୋଗାଇଦେବ ଥର୍ମାଲ କ୍ୟାମେରାଯୁକ୍ତ ଡ୍ରୋନ୍ । ବ୍ରିଟେନର ଡ୍ରୋନ୍ ଡିଫେନ୍ସ ଦ୍ୱାରା ଏହା ବିକଶିତ ହୋଇଛି । ରାତିରେ ଏକାକୀ ଯାଏଥିବା ମହିଳା ମାନଙ୍କ ପାଇ ସୁରକ୍ଷା ଦେବ ଏହି କ୍ୟାମେରା ଡ୍ରୋନ୍ । ଯଦି କେହି କମେଣ୍ଟ ବା ଉତ୍ପୀଡନ ଉଦ୍ଦେଶ୍ୟ ନେଇ ମହିଳାଙ୍କ ପାଖକୁ ଆସିବ ତେବେ ସେମାନେ ନିଜ ମୋବାଇଲ ଫୋନ ଆପ ଜରିଆରେ ଫ୍ଲାଇଙ୍ଗ ଏସ୍କର୍ଟ ପାଖକୁ ଡାକିପାରିବେ । ୪ମିନିଟ ମଧରେ ଏକ ଶକ୍ତଶାଳୀ ସ୍ପର୍ଟଲାଇଟ ଓ ଡ୍ରୋନ୍ ଆକ୍ରମଣକାରୀ ଓ ପିଛା କରିଥିବା ଲୋକଙ୍କୁ ଡରାଇବା ପାଇ ଆସିବ ଓ ସେମାନଙ୍କୁ ଘଉଡାଇ ଦେବ । ଏହାର ମୂଲ୍ୟ ୩୫ହଜାର ଟଙ୍କା ରହିଛି । ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇ ଏଆଇ ସଂଚାଳିତ ଏହି ପ୍ରଣାଳୀର ଯାଞ୍ଚ ହେବ ।
ପୂର୍ବ ପୁଲିସ ଅଧିକାରୀ ,ନାଗରିକ ଉନ୍ନୟନ ପ୍ରାଧିକରଣର ବିଶେଷଜ୍ଞ ମାନେ ଏହି ଡ୍ରୋନ୍ ବିଷୟରେ ସୂଚନା ଦେଇଛନ୍ତି ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post