ଆଜି ରାଷ୍ଟ୍ରୀୟ ମତଦାତା ଦିବସ । ଏହି ଉପଲକ୍ଷେ ଆଜି ବିଜେପି ଯୁବମୋର୍ଚ୍ଚା ‘ନମୋ ନବ ମତଦାତା ସମ୍ମିଳନୀ’ ଆୟୋଜନ କରୁଛି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶର ୫ ହଜାର ସ୍ଥାନରେ ପ୍ରାୟ ୫୦ ଲକ୍ଷ ଯୁବା ଭୋଟର୍ସଙ୍କୁ ଭର୍ଚୁଆଲି ସମ୍ବୋଧିତ କରିବେ । ବିଜେପିର ଲକ୍ଷ୍ୟ ରହିଛି ଏହା ଜରିଆରେ ୧କୋଟି ମତଦାତାଙ୍କୁ ନିଜ ସହ ଯୋଡିବା ।ଏଠାରେ ସୂଚାଇ ଦିଆଯାଇପାରେ କି ରାଷ୍ଟ୍ରୀୟ ମତଦାତା ଦିବସର ଆରମ୍ଭ ୨୦୧୧ରେ ହୋଇଥିଲା କିନ୍ତୁ ଚଳିତ ବର୍ଷ ଏହା ଏତେ ବଡ ଆକାରରେ ଆୟୋଜନ କରାଯାଉଛି ।
୨୦୨୪ ନିର୍ବାଚନରେ ପ୍ରାୟ ୭ କୋଟି ମତଦାତା ପ୍ରଥମ ଥର ମତଦାନ କରିବେ ।
Trending
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
Prev Post