ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋଚନା ହେଉଛି। ଏହି ଆଲୋଚନା ନୂଆ ସଂସଦ ଗୃହରେ ହେଉଛି। ଏଥିରେ ଯୋଗ ଦେଇ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି ଯେ, ଏହା ମୋର ସ୍ବାମୀ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ଥିଲା। ଏହା ସହିତ ସେ ଜନଗଣନା ପାଇଁ ମଧ୍ୟ ଦାବି କରିଥିଲେ। ମହିଳା ସଂରକ୍ଷଣ ବିଲ ଉପରେ ଭାଜପା ନେତା ନିଶିକାନ୍ତ ଦୁବେ କହିଛନ୍ତି ଯେ, ଏହା ହେଉଛି ଭାଜପାର ବିଲ, ପ୍ରଧାନମନ୍ତ୍ରୀଙ୍କ ବିଲ। କଂଗ୍ରେସ କେବଳ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି। କଂଗ୍ରେସ ଭୁଲ ବିଲ ଆଣିଥିଲା। ଆମେ ତାକୁ ସୁଧାରୁଛୁ। ମହିଳାମାନଙ୍କର ସେମାନଙ୍କର ଅଧିକାର ରହିବ ଏବଂ ଦୁନିଆରେ କୌଣସି ଶକ୍ତି ଏହାକୁ ରୋକି ପାରିବେ ନାହିଁ। ମହିଳା ବିନା ପୁରୁଷ ବିଦ୍ୟମାନ ନୁହଁନ୍ତି। ପ୍ରଧାନମନ୍ତ୍ରୀ ମୋଦି ମହିଳାମାନଙ୍କୁ ସମ୍ମାନ ଦେଇଛନ୍ତି।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Prev Post
Next Post