ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ଜେଲକୁ ଯିବା ପରେ ସାମ୍ନାକୁ ଆସୁଛି ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାର ଅନେକ ଅଭିଯୋଗ । କେଉଁଠି ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ହୋଇଥିବା ବେଳେ କେଉଁଠି ମାତ୍ର ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଜଣେ ପ୍ରାର୍ଥୀଙ୍କୁ ଚାକିରି ମିଳିଛି। ଏମିତିକି ନିଯୁକ୍ତି ପରୀକ୍ଷା ଦେଇନଥିବା ପ୍ରାର୍ଥୀଙ୍କୁ ବି ମୋଟା ଲାଞ୍ଚ ଦ୍ୱାରା ମନୋନୀତ କରାଯାଇଥିଲା ।କେବଳ ଏତିକି ନୁହେଁ ପାର୍ଥ ଚାଟାର୍ଜୀଙ୍କ ପୂର୍ବତନ ଅଙ୍ଗରକ୍ଷୀଙ୍କ ପରିବାରରୁ ୧୩ ଜଣଙ୍କୁ ଶିକ୍ଷା ବିଭାଗରେ ଚାକିରି ମିଳିଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏଭଳି ରହିଛନ୍ତି, ଯିଏ ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି । ଏହିଭଳି ଭାବେ ଅର୍ପିତାଙ୍କ ସୁପାରିଶ କ୍ରମେ ତାଙ୍କର ସଂପର୍କୀୟଙ୍କୁ ଚାକିରି ମିଳିଥିଲା ।
Trending
- ବିଜେପି ଶାସନକୁ ଆସିବା ପରେ ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ଭିତରେ ରହିଯାଇଛି – ଲେନିନ ମହାନ୍ତି
- ଓଡ଼ିଶା ହେବ ଫାର୍ମା ହବ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- “ଭାରତ ନିଷ୍ପତ୍ତି ନେଇଛି, ଆମେ ଆଉ ପରମାଣୁ ଧମକକୁ ସହ୍ୟ କରିବୁ ନାହିଁ – ମୋଦୀ
- ‘ଅପରେସନ ସିନ୍ଦୂର’କୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଏକ ଐତିହାସିକ ଉଦାହରଣ – ରାଷ୍ଟ୍ର୍ରପତି
- ଆଜି ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ,ଲାଲ କିଲ୍ଲାରେ ପତକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ୨ ଜଣଙ୍କୁ ମିିଳିବ ରାଷ୍ଟ୍ରପତି ପଦକ
- ପିପିଲି ରେ ପୁଣି ଜଳିଗଲେ ଜଣେ ମହିଳା
- ‘ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ
- ପଞ୍ଚାୟତରେ ବ୍ୟବହାର ହେବ ଏଆଇ ପ୍ରଯୁକ୍ତି
- ୨୪ ଅଙ୍ଗଦାତାଙ୍କୁ ‘ସୂରଜ ପୁରସ୍କାର’
Prev Post
Next Post