କୃଷିକ୍ଷେତ୍ରରେ ଷ୍ଟାର୍ଟଅପକୁ ସୁଯୋଗ ଦିଆଯିବ ।
ଏଥି ସହିତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ଫଣ୍ଡର ବ୍ୟବସ୍ଥା କରାଯିବ ।
ଗ୍ରୀନ୍ ଗ୍ରୋଥ ବଜେଟର ପ୍ରଥମ ପ୍ରାଥମିକତା ।
ପନିପରିବା ଚାଷ ପାଇଁ ବଜେଟରେ ୨୨୦୦ କୋଟି ।
ଦେଶରେ କେହି ଯେପରି ଭୋକରେ ଶୋଇବେନି ।
ମାଗଣା ଚାଉଳ ଯୋଗାଇ ଦେବା ପାଇଁ ବଜେଟରେ ୨ ଲକ୍ଷ କୋଟିର ଘୋଷଣା କରାଯାଇଛି ।
ଏମଏସପି ବୃଦ୍ଧି ଦ୍ୱାରା ଚାଷୀଙ୍କ ଲାଭ ମିଳିଛି । କିଷାନ କ୍ରେଡିଟ୍ ଦ୍ୱାରା ଚାଷୀଙ୍କୁ ଲାଭ ମିଳିଛି ।
୫୪ ହଜାର କୋଟି ମହିଳା ଚାଷୀଙ୍କୁ ମିଳିଛି । କୃଷି ଷ୍ଟାର୍ଟଅପ୍ ଖୋଲିବାକୁ ଏଏଏଫ୍ ଗଠନ ହେବ ।
୧ କୋଟି ଚାଷୀଙ୍କୁ ପ୍ରାକୃତିକ ଫାର୍ମିର୍ଂ ପାଇଁ ୧୦ ହଜାର ବାୟୋ ଇନର୍ଫ ସେଣ୍ଟର ସ୍ଥାପନ ହେବ ।