ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ଶିବସେନା ଦଳର ନାମ ଓ ଚିହ୍ନ । ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଧନୁ-ତୀର ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ପରେ ଠାକରେ ପରିବାର ହାତରୁ ଶିବସେନା ଖସିଯିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଶିବସେନାର ଦଳୀୟ ଚିହ୍ନ ଧନୁତୀର ମିଳିଛି ଏକନାଥ ସିନ୍ଦେ ଗୋଷ୍ଠୀକୁ ।