ଆଜି ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର। ରାଞ୍ଚିରେ କରିବେ ୫ କିଲୋମିଟରର ମେଗା ରୋଡ ଶୋ। ସେହିପରି ବୋକାରୋ ଓ ଗୁମାଲରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ମୋଦି। ବୋକାରୋରେ ଦିନ ଗୋଟାଏ ଏବଂ ଗୁମାଲରେ ୩ଟାରେ ଜନସଭାକୁ ସମ୍ବୋଧିତ କରିବେ। ରାଞ୍ଚିରେ ହେବାକୁ ଥିବା ମେଗା ରୋଡ ଶୋ ୫ଟାରେ ଓଡିସି ଗ୍ରାଉଣ୍ଡରୁ ଆରମ୍ଭ ହୋଇ ନ୍ୟୁ ମାର୍କେଟ ଚୌକରେ ସେଷ ହେବ।
Trending
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
- ସରିଲା ମାଟ୍ରିକ୍ ପରୀକ୍ଷା, ମେ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବା ମାଟ୍ରିକ୍ ରେଜଲ୍ଟ
- ପଶ୍ଚିମ ଏସିଆରେ ଉତ୍ତେଜନା ଓ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଟେନସନରେ ଭାରତ,ଭାରତୀୟଙ୍କୁ ସୁରକ୍ଷା ଦବା କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ
- ଦଳରୁ ବହିଷ୍କାର ପରେ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ
- ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍
- ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଖେମିନି ନିହତ
- ରାଜଧାନୀରେ ୟୁଟ୍ୟୁବ ବ୍ଲଗରଙ୍କୁ ହାଣି ହାଣି ହତ୍ୟା
- ବିଜେପିରୁ ଆସିଲା ବଡ଼ ଖବର: ରାଜ୍ୟସଭା ଯିବେ ମନମୋହନ ସାମଲ!
- ବିଶୃଙ୍ଖଳା ଏବଂ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦଳରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ
Prev Post