ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୈଠକ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡାଙ୍କ ଉପସ୍ଥିିିତିରେ ଆରମ୍ଭ ହୋଇଛି । ସଂସଦ ଲାଇବ୍ରେରୀ ଭବନରେ ବୈଠକରେ ଯୋଗ ଦେଉଥିବା ନେତା ମାନଙ୍କ ମଧ୍ୟରେ କେନ୍ଦ୍ରମ ନ୍ତ୍ରୀ ରାଜନାଥ ସିଂ, ଅଶ୍ୱିନୀ ବୈଷ୍ଣବ, ଏସ ଜୟଶଙ୍କର, ଅନୁରାଗ ଠାକୁର,ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଅଛନ୍ତି । ରାଜନାଥ ସିଂ ଏହି ସଭାର ଅଧ୍ୟକ୍ଷତା କରୁଛନ୍ତି ଯେଉଁଥିରେ ଅନେକ ସାଂସଦ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।ଉଲ୍ଲେଖଯୋଗ୍ୟ, ଚାଲୁଥିବା ମୌସୁମୀ ଅଧିବେଶନରେ ମୂଲ୍ୟବୃଦ୍ଧି ପ୍ରସଙ୍ଗ ଠାରୁ ଆରମ୍ଭ କରି ଶିବ ସେନା ସାଂସଦ ସଞ୍ଜୟ ରାଉତ ଟଙ୍କା ହେରଫେର ମାମଲାରେ ଆଦି ବିଭିନ୍ନ ପ୍ରସଙ୍ଗରେ ଗୃହ ମୁଳତବୀ ରଖାଯାଇଛି । ଏଥିସହିତ ସୋମବାର ଲୋକସଭାରେ ୪ଜଣ କଂଗ୍ରେସ ସାଂସଦଙ୍କ ନିଲମ୍ବନଙ୍କୁ ପ୍ରତ୍ୟାହାର କରାଯାଇଛି । ଏହାସହ ସେମାନଙ୍କୁ ଗୃହରେ ପ୍ଲାୟ କାର୍ଡ ନ ଆଣିବା ପାଇଁ କୁହାଯାଇଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Next Post