ଓଡ଼ିଶାର ନୂଆ ବାଚସ୍ପତି ପ୍ରାର୍ଥି ହେବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଜେଡି ତରଫ ରୁ ଏ ନେଇ ଘୋଷଣା ହୋଇ ଯାଇଛି । ବାଚସ୍ପତି ପଦ ପାଇଁ ପ୍ରାର୍ଥି ଭାବରେ ପ୍ରମିଳାଙ୍କ ନାଁ ଘୋଷଣା କରିଛି ବିଜୁ ଜନତା ଦଳ । ଏଥିପାଇଁ ଆସନ୍ତାକାଲି ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ । ତେବେ ଆସନ୍ତା ୨୨ ତାରିଖରେ ବାଚସ୍ପତି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ପାଇଁ ଆଶାର ଆଲୋକ ସାଜିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।ସୂଚନା ଅନୁସାରେ, ଆସନ୍ତା ୨୨ ତାରିଖ ସକାଳ ସାଢେ ୯ଟାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏହି ପଦ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ନିଜର ପ୍ରାର୍ଥି ଘୋଷଣା କରିଛି ।
Trending
- ଓୟୋ ହୋଟେଲ ଛାତରୁ ତଳକୁ ଡେଇଁଲେ କାହିଁକି ଯୁବତୀ
- ମୁନ୍ନାଙ୍କ ଇସ୍ତଫା ନେଇ ଚର୍ଚ୍ଚା
- ବିଡ଼ିଓ-ସିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ତାଗିଦ
- ମନରେଗାରେ ମେସିନ ଦ୍ବାରା କାମ ବନ୍ଦ କର
- କରାଚୀ ନିକଟସ୍ଥ ଆରବ ସାଗରରେ ନୌସେନା ୩୬ଟି ଯୁଦ୍ଧଜାହାଜ ସହିତ ପ୍ରସ୍ତୁତ ହୋଇଥିଲା, ଖାଲି ଅର୍ଡ଼ର ଅପେକ୍ଷା ଥିଲା ଭାରତୀୟ ନୌସେନା
- ମେ ୨୮ରେ ପ୍ରକାଶ ପାଇବ ବହୁଚର୍ଚ୍ଚିତ ପାର୍ସଲ୍ ବୋମା ବିସ୍ଫୋରଣ ମାମଲାର ରାୟ
- ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ, ୬ଟି ପ୍ରସ୍ତାବକୁ ଅନୁମୋଦନ
- ମୟୁରଭଞ୍ଜବାସୀଙ୍କୁ ୪୨୦ କୋଟି ଭେଟି
- ପିଓକେ ଖାଲି କରୁ ପାକିସ୍ତାନ – ବୈଦେଶିକ ମନ୍ତ୍ରଣାଳୟ
- ଆଜି ଠାରୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଗ୍ରସ୍ତ
Prev Post
Next Post