ଘୁଞ୍ଚିଲା ବାଚସ୍ପତି ନିର୍ବାଚନ

୨୧ ବଦଳରେ ୨୨ରେ ହେବ ବାଚସ୍ପତି ନିର୍ବାଚନ

ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ୨୧ ତାରିଖ ବଦଳରେ ୨୨ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ସକାଳ ୯ଟା ୩୦ରେ ନିର୍ବାଚନ ହେବ । ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚାଯାଇଥିବା ସୂଚନା ମିଳିଛି । ୨୧ ତାରିଖରେ ହେବ ନାମାଙ୍କନ ଦାଖଲ ।