ଯଶସ୍ବୀ ଜୟସ୍ବାଲଙ୍କ ଶତକ :ଭାରତର ରାଜକୋଟ ଟେ‌ଷ୍ଟ୍‌ରେ ସ୍ଥିତି ଦୃଢ଼

ଯଶସ୍ବୀ ଜୟସ୍ବାଲଙ୍କ ଶତକ ସହିତ ଭାରତ ଚଳିତ ରାଜକୋଟ ଟେ‌ଷ୍ଟ୍‌ରେ ସ୍ଥିତି ଦୃଢ଼ କରି ନେଇଛି। ତୃତୀୟ ଦିନ ଶେଷ ସୁଦ୍ଧା ଭାରତ (୧୯୬/୨) ହାତରେ ୮ ୱିକେଟ୍ ଥାଇ ୩୨୨ ରନ୍‌ର ଅଗ୍ରଣୀ ନେଇ ସାରିଛି। ପରିବାରରେ ଜରୁରୀ ସ୍ବାସ୍ଥ୍ୟ ପରିସ୍ଥିତି କାରଣରୁ ଆର୍ ଅଶ୍ବିନ୍ ଏହି ଟେଷ୍ଟ୍‌ରୁ ଓହରିଯାଇଥିବା…

୧୫ ଜିଲ୍ଲାରେ ୭୩ ‘ଆମ ହସ୍ପିଟାଲ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’, ପାଞ୍ଚଟି ଉପଖଣ୍ଡସ୍ତରୀୟ ଡାଏଲିସିସ୍ କେନ୍ଦ୍ରର ଲୋକାର୍ପଣ କରିଛନ୍ତି। ଏହାସହ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆଇଭିଆରଏସ୍‌ ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ସହ…

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୧୮ ତାରିଖ ୨୦୨୪ ମସିହା(ରବିବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ମାଘମାସ- ଶୁକ୍ଳପକ୍ଷ ତିଥି- ନବମୀ ଦିବା ଘ ୦୮/୧୬ ପର୍ଯ୍ୟନ୍ତ ତଦନ୍ତେ ଦଶମୀ ନକ୍ଷତ୍ର- ରୋହିଣୀ ଦିବା ଘ୧୦/୦୨ ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ଚନ୍ଦ୍ର-…

ଦେବରା’ର ନୂଆ ରିଲିଜ୍ ଡେଟ୍

ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଏବଂ ଜାହ୍ନବୀ କପୁର ଆଜିକାଲି ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ଦେବରା ପାର୍ଟ-୧କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଷ୍ଟାରଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଛି, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ…

ବିମାନବନ୍ଦରରେ ମିଳିଲାନି ହ୍ୱିଲଚେୟାର

ମୁମ୍ବାଇ ବିମାନବନ୍ଦରରେ ଅବହେଳା ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ଏଠାରେ ଜଣେ ୮୦ ବର୍ଷ ବୟସ୍କ ଏୟାର ଇଣ୍ଡିଆ ଯାତ୍ରୀ ହ୍ୱିଲ ଚେୟାର ପାଇଁ ଅନୁରୋଧ କରିଥିଲେ, କିନ୍ତୁ ହ୍ୱିଲ ଚେୟାରର ଚାହିଦା ହେତୁ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା। ଏହା ଉପରେ ବ୍ୟକ୍ତି ପାଦରେ ଚାଲିବାକୁ…

OSSSC ପକ୍ଷରୁ ଆସିଲା ଅପଡେଟ୍

ଡିସେମ୍ବର ମାସରେ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ୨୮୯୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଅମିନ, ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ…

କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମୋହର

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି କ୍ୟାବିନେଟ୍ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ହଜାରେ ଟଙ୍କା ଲେଖାଏଁ ପାଇବେ SHG ସଦସ୍ୟା। ୭୦ଲକ୍ଷ ମହିଳା ପାଇବେ ଏହି ସହାୟତା, ୟୁନିଫର୍ମ ନିମନ୍ତେ ମିଳିବ ସହାୟତା ରାଶି।…

ଇସ୍ରୋକୁ ମିଳିଲା ବଡ଼ ସଫଳତା

ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ୧୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା କାର୍ଟୋସାଟ-୨ କୁ ମହାକାଶରୁ ପୃଥିବୀର ବାୟୁମଣ୍ଡଳକୁ ଛାଡି ଦେଇଛି।ଶୁକ୍ରବାର ଦିନ ଏକ ମହାକାଶ ଏଜେନ୍ସିର ଅଧିକାରୀ କହିଛନ୍ତି ଯେ ଉପଗ୍ରହ ଭାରତ ମହାସାଗରରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଛି। ପୃଥିବୀର…

ପେଟିଏମ୍‌ ବ୍ୟାଙ୍କ ସଙ୍କଟ

ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କକୁ ନେଇ ଗ୍ରାହକମାନେ ବେଶ ଚିନ୍ତିତ ହୋଇପଡ଼ିଥିବା ବେଳେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ମନରେ ରହିଥିବା ବିଭିନ୍ନ ସମ୍ଭାବ୍ୟ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଛି। ୩୦ଟି ପ୍ରଶ୍ନର ଉତ୍ତର ସେଥିରେ ଦିଆଯାଇଛି। ଚଳିତ ମାସ ୨୯ ପରଠାରୁ ପେଟିଏମ୍…

ପୁଟିନଙ୍କୁ ଦାୟୀ କଲେ ବାଇଡେନ୍!

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସି ନାଭାଲନୀଙ୍କ ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରତିକ୍ରିୟା ପ୍ରକାଶ କରି ଏଥିପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି। ପୁଟିନ୍‌ଙ୍କ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନୀଙ୍କ ବିୟୋଗ ତାଙ୍କୁ ଆଶ୍ଚର୍ଯ୍ୟ…