ଅଷ୍ଟ୍ରେଲିଆଠୁ ହାରିଲା ଭାରତ
ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକିରେ ଅଷ୍ଟ୍ରେଲିଆ ୬-୪ ଗୋଲ୍ରେ ଭାରତକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ପାଇଛି। ପ୍ରଥମ ଦୁଇ କ୍ବାର୍ଟରରେ ଭାରତ ଆଧିପତ୍ୟ (୪-୨)ବିସ୍ତାର କରିଥିଲା ବେଳେ ଶେଷ ଦୁଇ କ୍ବାର୍ଟର ଅଷ୍ଟ୍ରେଲିଆ (୪-୦) ମ୍ୟାଚ୍ ଛଡ଼ାଇ ଆଣିଥିଲା। ଭୁବନେଶ୍ବର ଚରଣରେ ଭାରତ…