ଆଇପିଏଲ ଖେଳି ନ ପାରନ୍ତି କୋହଲି
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜରୁ ବିରାଟ କୋହଲି ବାହାରେ ଅଛନ୍ତି। ପ୍ରଥମେ ସେ ଏହି ୫ ମ୍ୟାଚ ଟେଷ୍ଟ ସିରିଜର ଦୁଇଟି ମ୍ୟାଚ ମଧ୍ୟରୁ ବାଦ ପଡିଥିଲେ ଏବଂ ପରେ ଶେଷ ତିନୋଟି ମ୍ୟାଚ ପାଇଁ ମଧ୍ୟ ଦଳରେ ସାମିଲ ହୋଇନଥିଲେ। ବିରାଟ କୋହଲି ଗତ କିଛି ଦିନ ହେବ କ୍ରିକେଟ…