ଭୁବନେଶ୍ବରରେ ବିଲ ଗେଟସ୍

ଓଡ଼ିଶାରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟସ୍। ଆଜି ବିଲ ଗେଟସ୍ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ଯକ୍ରମରେ ଯୋଗଦେବେ। ମାଆ ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବେ। ଏହାସହ ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଗସ୍ତରେ ଆସୁଛନ୍ତି ଓଡ଼ିଶା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ ଗସ୍ତରେ ଆସୁଛନ୍ତି ଓଡ଼ିଶା  । ଆଜିଠାରୁ ୪ ଦିନିଆ ଗସ୍ତରେ ରହିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଅପରାହ୍ମରେ ରାଇରଙ୍ଗପୁରରେ ପହଞ୍ଚିବେ ମହାମହିମ। ମୟୂରଭଞ୍ଜ ସମେତ କେନ୍ଦୁଝର, କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ…

ହାଲୁକା ବର୍ଷା

ବଙ୍ଗୋପସାଗରରୁ ଓଡ଼ିଶାକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବା, ଛତିଶଗଡ଼ରୁ ବିଦର୍ଭ ଓ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଦେଇ ତାମିଲନାଡ଼ୁ ପର୍ଯ୍ୟନ୍ତ ଯାଇଥିବା ନିମ୍ନଚାପରେଖା ସହିତ ପଶ୍ଚିମାବାୟୁ ପ୍ରଭାବରେ ବାୟୁମଣ୍ଡଳ ଉପରି ଭାଗରେ ନିମ୍ନଚାପରେଖା ରହିବା ଯୋଗୁଁ ରାଜ୍ୟରେ ଗତ ୨୪ ଘଣ୍ଟା…

ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୨୮ ତାରିଖ ୨୦୨୪ ମସିହା(ବୁଧବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ଫାଲଗୁନମାସ- କୃଷ୍ଣପକ୍ଷ ତିଥି- ଚତୁର୍ଥୀ ରାତ୍ରି ଘ୦୪/୩୦ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ନକ୍ଷତ୍ର- ହସ୍ତା ଦିବା ଘ୦୮/୨୯ ପର୍ଯ୍ୟନ୍ତ ତଦନ୍ତେ ଚିତ୍ରା…

ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମାର୍ଚ୍ଚ ପ୍ରଥମ ସପ୍ତାହରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଣ୍ଡିଖୋଲରେ କାର୍ଯ୍ୟକ୍ରମ ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଖବର ଆସିଥିବା କହିଛନ୍ତି ମନମୋହନ ସାମଲ । ତେବେ ଖୁବଶୀଘ୍ର ଚୂଡ଼ାନ୍ତ…

ଓଡ଼ିଶା ଆସିବେ ମହାମହିମ

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବୁଧବାର ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଓଡ଼ିଶା ଆସିବେ ମହାମହିମ । ରାଷ୍ଟ୍ରପତିଙ୍କ ୪ ଦିନିଆ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଜି କମିଶନରେଟ ପୋଲିସ…

ବିବାଦରେ ଏଆଇ ଟୁଲ୍‌ ‘ଜେମିନି’

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଜେମିନିକୁ ନେଇ ଗୁଗୁଲ୍‌ ସମାଲୋଚନାର ଶିକାର ହୋଇଛି। ଏଆଇର ନେତୃତ୍ବ ନେବାରେ କମ୍ପାନିର ସିଇଓ ସୁନ୍ଦର ପିଚାଇ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସେଥିପାଇଁ କମ୍ପାନି କର୍ତ୍ତୃପକ୍ଷ ତାଙ୍କୁ ବିଦା କରିପାରେ ବୋଲି ହେଲିଅସ୍ କ୍ୟାପିଟାଲ୍‌ର…

ଚର୍ଚ୍ଚାରେ ଅଭିନେତା ରୋନିତ ରଏ

ଡେଲିଭରୀ ବଏଙ୍କ ମୃତ୍ୟୁର କାରଣ ହେବାରୁ ବଞ୍ଚିଗଲି। ଏକ୍ସରେ ଏଭଳି ଲେଖି ପୋଷ୍ଟ କରିବା ପରେ ଚର୍ଚ୍ଚାରେ ଅଭିନେତା ରୋନିତ ରଏ। ଅନେକ ଫିଲ୍ମ ଓ ଧାରାବାହିକରେ କାମ କରି ଲୋକପ୍ରିୟ ହୋଇଥିବା ରୋନିତ ଏବେ ନିଜ ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ କରିଛନ୍ତି, ଯାହା ସମସ୍ତଙ୍କ ଦୃଷ୍ଟି…

ଇସ୍ତଫା ଦେଲେ ମନୋଜ ପାଣ୍ଡେ

ଦେଶର ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ୫୬ଟି ରାଜ୍ୟସଭା ଆସନରେ ନୂଆ ସଦସ୍ୟ ମିିଳିବେ, ସେଥିମଧ୍ୟରୁ ୪୧ଟି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇସାରିଛି। ଅବଶିଷ୍ଟ ୧୫ଟି ଆସନ ପାଇଁ ଆଜି ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମତଦାନ…

ଚନ୍ଦ୍ରରେ ପାଦ ଦେଲା ଆମେରିକା

ଚନ୍ଦ୍ରରେ ପାଦ ଦେଲା ଆମେରିକା । ସଫଳ ହେଲା ଆମେରିକାର ମୁନ୍ ମିଶନ ।୫୨ ବର୍ଷ ପରେ ଚନ୍ଦ୍ରରେ ପାଦ ଥାପିଲା ଆମେରିକା। ଦକ୍ଷିଣ ମେରୁରେ ‘ଓଡିସିଏସ’ର ସଫ୍ଟ ଲ୍ୟାଣ୍ଡ ହୋଇଥିବା ଖବର ମିଳିଛି।ଚନ୍ଦ୍ରରେ ଓହ୍ଲାଇଲା ପ୍ରଥମ ଘରୋଇ ଲ୍ୟାଣ୍ଡର। ଏହି ଲ୍ୟାଣ୍ଡର ଚନ୍ଦ୍ରର ଜଳବାୟୁ ସଂପର୍କରେ ଅଧ୍ୟୟନ…