ଟ୍ରମ୍ପଙ୍କୁ କଲେ ପରାସ୍ତ ନିକ୍କି ହାଲି

କଲମ୍ବିଆରେ ଅନୁଷ୍ଠିତ ପ୍ରାଥମିକ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ନିକ୍କି ହାଲି ୨୦୨୪ର ପ୍ରଥମ ବିଜୟ ହାସଲ କରିଥିଲେ। ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏଥିରେ ନିକ୍କି ହେଲି ଅନେକ ପ୍ରତିନିଧିଙ୍କ ସମର୍ଥନ ପାଇବେ…

୧୫ ଜୁନ୍ ସୁଦ୍ଧା କାର୍ଯ୍ୟାଳୟ ଖାଲି କରିବାକୁ ଆମ ଆଦମୀ ପାର୍ଟିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ପରିସର ସ୍ଥିତ ଆମ ଆଦମୀ ପାର୍ଟିର ଅଫିସକୁ ନେଇ ସୋମବାର ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଆମ ଆଦମୀ ପାର୍ଟିକୁ ୧୫ ଜୁନ୍ ସୁଦ୍ଧା ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ଜେ ବି…

ସ୍ପ୍ରେ କରି ଅଳଙ୍କାର ଓ ଟଙ୍କା ଲୁଟ

ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା । ପୁଲିସ ଡାଳେ ଡାଳେ ଗଲେ ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି । ଲୋକଙ୍କ ଉପସ୍ଥିତିରେ ଲୁଟେରା ବୁଲାଉଛନ୍ତି କଳାକନା । ଭୁବନେଶ୍ୱର ଶାସ୍ତ୍ରୀ ନଗରରୁ ଏଭଳି ଘଟଣା ନଜରକୁ ଆସିଛି । ରାତିରେ ଶୋଇଥିବା ଅବସ୍ଥାରେ ଲୁଟେରା ମାନେ ବେଡରୁମରେ ପଶି ସ୍ପ୍ରେ କରି…

ଆସନ୍ତାକାଲି ଅପରାହ୍ନରେ ଓଡ଼ିଶା ଗସ୍ତରେ ଆସିବେ-ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ ୨ଟା ୪୦ ମିନିଟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର, ଭୁବନେଶ୍ୱରଠାରେ ପହଞ୍ଚିବେ। ପରେ ବାୟୁସେନାର ଏକ ଏମଆଇ-୧୭ ହେଲିକପ୍ଟର ଯୋଗେ ସେ ଚଣ୍ଡୀଖୋଲ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ୩ଟା ୩୦ ମିନିଟ୍ରୁ ୪ତା…

ବେଙ୍ଗାଲୁରୁ ରମେଶ୍ୱରମ କ୍ୟାଫେ ବିସ୍ଫୋରଣ: ଏନ୍‌ଆଇଏ କରିବ ତଦନ୍ତ

ବେଙ୍ଗାଲୁର:  ବେଙ୍ଗାଲୁରୁ ରମେଶ୍ୱରମର କ୍ୟାଫେରେ ବିସ୍ଫୋରଣ ଘଟଣାର ତଦନ୍ତ ଭାର ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ) ତଦନ୍ତ କରିବ। ଏଶୁକ୍ରବାର ଦିନ ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିବା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ୍‌ ୭-୮ଟି ଟିମ ଗଠନ କରିଥିଲା। ସିସିଟିଭି…

ପାରାଦୀପରୁ କେନ୍ଦୁଝର ଗଡ଼ିବ ମେମୋ

ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍‌। ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଗଡ଼ିବ ମେମୋ ଟ୍ରେନ୍‌। ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ…

ମୋକିମଙ୍କ ନିର୍ବାଚନ ଅସିଦ୍ଧ; ହରାଇଲେ ବିଧାୟକ ପଦ

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ ।ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ପାଇଁ ବାରବାଟୀ-କଟକ ଆସନ ଫାଙ୍କା ରହିଲା। ଆଗାମୀ ଦିନରେ…

ଆଜିର ରାଶିଫଳ

ମେଷ:ମାନସିକ ଅଶାନ୍ତି ଓ ପାରିବାରିକ ସମସ୍ୟା ଆପଣଙ୍କୁ ବିଚଳିତ କରାଇବ। ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ବିଳମ୍ବରେ ମିଳିବ । ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ଆଶା କରୁଥିବା ଦିଗରୁ ଅର୍ଥ ହସ୍ତଗତ ହେବ । ବୃଷ : ଆପଣ ନିକଟ ସମ୍ପର୍କୀୟମାନଙ୍କ…

ନିର୍ବାଚନ ପାଇଁ ପହଞ୍ଚିଲେ ସିଏପିଏଫ

ନିର୍ବାଚନ ପୂର୍ବରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବରରେ ୭୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ) ପହଞ୍ଚିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ କମ୍ପାନୀ ସିଏପିଏଫ ଆସିଥିଲେ। ଆଜି ଆଉ ୬୦ କମ୍ପାନୀ ଫୋର୍ସ…

ବିଜେଡିର ଘରସଜଡ଼ା

ନିର୍ବାଚନ ପୂର୍ବରୁ ଭୁବନେଶ୍ବରରେ ବିଜେଡି ତା’ର ସାଂଗଠନିକ କାର୍ଯ୍ୟକ୍ରମ ଜୋର୍‌ଦାର କରିଛି। ଗତ ରବିବାର ଦିନ ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡିର ମହିଳା ସମାବେଶ ହୋଇଥିଲା ବେଳେ ଆଜି ଯୁବ ଛାତ୍ର ସମାବେଶ ହୋଇଥିଲା। ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ହୋଇଥିବା ଏହି…