ଇଣ୍ଡୋନେସିଆରେ ପ୍ରଳୟଙ୍କରୀ ବନ୍ୟା

ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶର ପେସିସିର ସେଲାତନ୍‌ ରେଜେନ୍ସିଠାରେ ଗତ କିଛି ଦିନ ଧରି ଲଗାତର ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟି ରବିବାର ସୁଦ୍ଧା ୧୯ ଜଣବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ୭ ଜଣ ବ୍ୟକ୍ତି ନିଖୋଜ ଥିବା ସ୍ଥାନୀୟ…

ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜ

ପ୍ରତିକ୍ଷାର ଘଟିଲା ଅନ୍ତ, ଶେଷରେ ଆଜି ଉଦଘାଟନ ହେବାକୁ ଯାଉଛି ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭରବ୍ରିଜ। କେନ୍ଦୁଝର ଜିଲ୍ଲା ଯୋଡାଠାରେ ନିର୍ମାଣ ହୋଇଛି ଏହି ଦୀର୍ଘତମ ଫ୍ଲାଏ ଓଭରବ୍ରିଜ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ଏହାର ଉଦଘାଟନ କରିବେ।ସୂଚନା ଅନୁଯାୟୀ,…

ଏବେଠୁ କଲବଳ କଲାଣି ତାତି

ଓଡିଶାରେ ତାତି ସହ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ।ଦୁଇ ଦିନ ପରେ ରାଜ୍ୟରେ ଉପରମୁହାଁ ହେବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ହେବ ଅସମ୍ଭାଳ ତାତି । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡିଶା ଅସମ୍ଭାଳ ହେବ । ଏନେଇ…

କ୍ଷମତାକୁ ଆସିଲେ ଯୁବକଙ୍କୁ ନିଯୁକ୍ତି: ଗ୍ୟାରେଣ୍ଟି ଦେଲା ଯୁବ କଂଗ୍ରେସ

ଭୁବନେଶ୍ବର: ଏବେ ଦେଶରେ ଏବଂ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ମୋଦୀଙ୍କର ବର୍ଷକୁ ୨କୋଟି ଏବଂ ନବୀନଙ୍କର ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଏବେ ପ୍ରତାରଣା ପାଲଟିଛି। ରାହୁଲ ଗାନ୍ଧୀଙ୍କ ‘ଯୁବ ନ୍ୟାୟ’ କାର୍ଯ୍ୟକ୍ରମ ଘୋଷଣା ଏବେ କୋଟି କୋଟି ଯୁବବର୍ଗଙ୍କ…

ଆଜିର ରାଶିଫଳ

ମେଷ: ଆପଣଙ୍କ କଥା ଓ କାର୍ଯ୍ୟ ଅନ୍ୟମାନଙ୍କୁ ଆକୃଷ୍ଟ କରିବ ।  ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ବହୁ ଦିନର ସ୍ୱପ୍ନ ସାକାର ହେବ । ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖାଦେଇପାରେ । ଆୟ ତୁଳନାରେ ବ୍ୟୟ ଅଧିକ ହେବାରୁ ଧାର କରଜ କରିବାକୁ ବାଧ୍ୟ ହେବେ। ବୃଷ: ପାରିବାରିକ…

ମାଳଦ୍ବୀପକୁ କମୁଛନ୍ତି ଭାରତୀୟ ପର୍ଯ୍ୟଟକ

ଭାରତ ଓ ମାଳଦ୍ବୀପ ମଧ୍ୟରେ କୂଟନୈତିକ ବିବାଦ ୨୦୨୩ ନଭେମ୍ବରରୁ ଆରମ୍ଭ ହୋଇଛି ଯେତେବେଳେ ଚୀନ ସପକ୍ଷବାଦୀ ନେତା ମହମଦ ମୁଇଜୁ ଦେଶର ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କଲେ। ଦେଶର ସାର୍ବଭୌମତ୍ବ ରକ୍ଷା କରିବା ପାଇଁ ସେ ଭାରତୀୟ ସୈନ୍ୟଙ୍କ ପ୍ରତ୍ୟାହାର ଦାବିକଲେ। ଏଥିସହିତ ପରମ୍ପରା ଭଙ୍ଗ କରି…

ନିଯୁକ୍ତି ପାରିବେ ୭୮୬ଜଣ ଅଧ୍ୟାପକ

ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୦ରୁ ଏଥିପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହେବ ଓ ତାହା ଏପ୍ରିଲ ୧୯ରେ ସମାପ୍ତ ହେବ । ପ୍ରାର୍ଥୀମାନେ ଏସଏସବିର ଅଫିସିଆଲ ୱେବସାଇଟକୁ ଯାଇ ଏ ବାବଦରେ ସବିଶେଷ ତଥ୍ୟ ପାଇ ପାରିବେ ।ପ୍ରାର୍ଥୀଙ୍କୁ ୪୪,୯୦୦/- ରୁ…

କାନ୍ଦିଲେ ସିନି ଶେଟ୍ଟୀ

ଚଳିତ ବର୍ଷ ଚେକ ରିପବ୍ଲିକର ଖ୍ରୀଷ୍ଟିନା ପିସ୍ଜକୋଭାଙ୍କ ମୁଣ୍ଡରେ ବିଜୟର ମୁକୁଟ ସଜାଯାଇଛି। ଲେବାନନର ୟସ୍ମିନା ପ୍ରଥମ ରନର୍‌ ଅପ ହୋଇଛନ୍ତି। ଚଳିତ ବର୍ଷ ଭାରତକୁ ସିନି ଶେଟ୍ଟୀ ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ସେ ଏହି ଟାଇଟଲ ଜିତିବାରେ ସଫଳ ହୋଇନଥିଲେ। ସିନି ଟପ ୮ରେ ପ୍ରବେଶ କରିଥିଲେ…

ରାତିରେ କରନ୍ତୁ ଫେସ୍ ମସାଜ

ସବୁବେଳେ ପାର୍ଲର ଯାଇ ପେସ୍ ମସାଜ କରିବା ସମ୍ଭବ ହୋଇନଥାଏ । ଅନେକ କ୍ଷେତ୍ରରେ ଫେସିଆଲ କରାଇବା ମହଙ୍ଗା ଅଟେ । ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ ଚାହିଁଲେ ଘରେ ରହି ମଧ୍ୟ ତ୍ୱଚାକୁ ହେଲ୍‌ଦୀ ରହିବାର ଟିପ୍ସ ଆପଣାଇ ପାରିବେ । ଏଥିପାଇଁ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ଫେସ୍‌ୱାସରେ…

ମେଟା, ଏକ୍ସକୁ କେନ୍ଦ୍ରର ନିର୍ଦ୍ଦେଶ

ବିଭିନ୍ନ ସମୟରେ ପ୍ରତିଷ୍ଠିତ ବ୍ୟକ୍ତି ଓ ସେଲିବ୍ରିଟିମାନଙ୍କୁ ଏହି ପ୍ରଯୁକ୍ତି ଜରିଆରେ ନକଲି କରାଯାଉଛି। ଜଣଙ୍କର ଶରୀରରେ ଅନ୍ୟ ଜଣଙ୍କର ମୁହଁକୁ ଲଗାଇ ଦେଇ ସେମାନଙ୍କ ଫେଟୋ ଏବଂ ଭିଡିଓ ଅପଲୋଡ୍‌ କରି ‌କେବଳ ଲୋକଙ୍କୁ ଭ୍ରମିତ କରାଯାଉନାହିଁ ସେଲିବ୍ରିଟିମାନଙ୍କୁ ମଧ୍ୟ ଅପ୍ରୀତିକର…