ଜିଲ୍ଲାସ୍ତରରେ ଆଜି ଆସିବ ଫସଲ କ୍ଷୟକ୍ଷତି ରିପୋର୍ଟ
ଜିଲ୍ଲାସ୍ତରରେ ଆଜି ଆସିବ ଫସଲ କ୍ଷୟକ୍ଷତି ରିପୋର୍ଟ । ଅଦିନିଆ ବର୍ଷାରେ ଫସଲ କ୍ଷତି ନେଇ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । କେହି ଚାଷୀ ଯେମିତି କ୍ଷତିପୂରଣ ପାଇବାରୁ ବାଦ୍ ପଡ଼ିବେନି ସେନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଦିନିଆ ବର୍ଷା କ୍ଷୟକ୍ଷତି…