ଆଜି ଶ୍ରୀମନ୍ଦିରରେ ବନକଲାଗି, ୫ଘଣ୍ଟା ବନ୍ଦ ରହିବ ଶ୍ରୀଜିଉ ମାନଙ୍କ ଦର୍ଶନ
ଆଜି ଶ୍ରୀମନ୍ଦିରରେ ବନକଲାଗି, ୫ଘଣ୍ଟା ବନ୍ଦ ରହିବ ଶ୍ରୀଜିଉ ମାନଙ୍କ ଦର୍ଶନ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାନ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ବିତୀୟ ଭୋଗ ମଣ୍ଡପ ପରେ ଶ୍ରୀଜିଉ ମାନଙ୍କର ବନକ ଲାଗି କରାଯିବ ।
ଶ୍ରୀଜୀଉ ମାନଙ୍କର…