୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫

ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ଚର୍ଚା ଜୋରଦାର

ଜି-୨୩ ଗୋଷ୍ଠୀର ନେତୃତ୍ବ ନେଉଥିବା ଗୁଲାମ ନବୀ ଆଜାଦ ଏବେ ବି ଅସନ୍ତୁଷ୍ଟ ଥିବା ଜଣାପଡିଛି । ତାଙ୍କୁ ଦିଆଯାଇଥିବା ଦାୟିତ୍ବରୁ ସେ ଇସ୍ତଫା ଦେଇଛନ୍ତି । ଜାମ୍ମୁ କାଶ୍ମୀର କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ପଦବୀ ଯାହାକୁ ଦିଆଯାଉଛି ସେ ନେଇ ଆଲୋଚନା ହେଉନଥିବା ସେ ଅଭିଯୋଗ କରିଛନ୍ତି ।

ବିଜେପିର ସଂସଦୀୟ ବୋର୍ଡରୁ ନୀତିନ ଗଡକରି ବାହାରିଲେ

ବିଜେପି ଏହାର ସଂସଦୀୟ ବୋର୍ଡରେ ପରିବର୍ତ୍ତନ କରିଛି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ବିଜେପି ଏଥିରୁ ବାଦ ଦେଇଛି ।

ପୁଣି ଆସୁଛି ବର୍ଷା, ସତର୍କ ସୂଚନା ଜାରି

ରାଜ୍ୟରେ ପୁଣି ବର୍ଷା ଆସୁଛି ।  ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗୁରୁବାର  ରାଜ୍ୟରେ ବର୍ଷା ସମ୍ଭାବନା ବଢିବ । ସେଥିପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି।  ଜିଲ୍ଲା ଗୁଡିକ ହେଲା  

ଦୁଷ୍ୟନ୍ତ ଚୌଟାଲାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କହିଲା ଜେଜେପି!

ବିହାର ପରେ ଏବେ ହରିୟାଣା ବିଜେପିକୁ ଝଟ୍‌କା। ହରିୟାଣାରେ ମେଣ୍ଟକୁ ଜେଜେପି ବ୍ଲାକମେଲ କରିବାରେ ଲାଗିଛି । ୨୦୨୪ରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କଲେ ଜେଜେପିର ପ୍ରଦେଶ ଅଧ୍ୟକ୍ଷ ନିଶାନ ସିଂହ। ରାଜ୍ୟର ସବୁ ପାର୍ଟିର

ଯୁକ୍ତ ଦୁଇ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଲା

ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି । +୨ ଆଡମିଶନ ପାଇଁ ପ୍ରକାଶ ପାଇଲା କଟ୍‌ଅଫ୍‌ ମାର୍କ ତାଲିକା । କଳାରେ ୮୩.୫୦% ସହ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଟପରେ ରହିଛି । ୮୩.୩୩% ମାର୍କ ସହ ରେଭେନ୍ସା ୨ୟ ଓ ୮୩.୧୭% ମାର୍କ ସହ ନରସିଂହପୁର କଲେଜ ୩ୟରେ ରହିଛି । ବାଣିଜ୍ୟରେ

ଜମ୍ମୁକାଶ୍ମୀରରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର

ଜାମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂ ପରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିବାରେ ଲାଗିଛି । ଜାମ୍ମୁର ସିଦ୍ଧ୍ରାଠାରେ ଗୋଟିଏ ପରିବାରର ୬ଜଣଙ୍କ ଶବ ମିଳିଛି। ଏମାନଙ୍କ ମଧ୍ୟରୁ ଦୁଇ ପୁରୁଷ ଏବଂ ୪ ଜଣ ମହିଳା ରହିଛନ୍ତି।

ବିପଦରେ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌

ବିପଦରେ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ପ୍ରବର୍ତ୍ତନ ନିର୍ଦେଶାଳୟ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ବଟି ମାଗିବା ଅଭିଯୋଗରେ ଅଭିଯୁକ୍ତ କରିଛି ସପ୍ଲିମେଂଟାରି ଚାର୍ଜସିଟ ଦାଖଲ କରିଛି ।

ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟାର ସ୍ଥିତି ଏପରି ରହିବ

ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟାର ସ୍ଥିତି ଏପରି ରହିବ। ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଲେ- ହୀରାକୁଦରୁ ଆସୁଥିବା ପାଣି ଖଇରମାଳରେ ପହଞ୍ଚିଛି, ଖଇରମାଳରେ ସକାଳେ ୯.୮୪ ଲକ୍ଷ କ୍ୟୁସେକ୍‌ ପିକ ରହିଥିଲା, ସେହି ପାଣିର ପ୍ରଭାବ ୨୪ ଘଣ୍ଟା ପରେ ମୁଣ୍ଡଳିରେ ଅନୁଭୂତ ହେବ; ତେଣୁ ୨୪

ଘାଟି ତଳକୁ ଖସିପଡିଲା ବସ ୬ ଜଣ ଯବାନଙ୍କର ମୃତ୍ୟୁ

ଜମ୍ମୁକଶ୍ମୀରରେ ଆଜି ଦୁଇଟି ବଡଧରଣର ଅଘଟଣ ଘଟିଛି । ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତ ଷେଓ ତୋଳିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରିଥିବା ବେଳେ ପହଲଗାଁରେ ବସ ଦୁର୍ଘଟଣାରେ 6 ଜଣା ସୈନିକଙ୍କର ମୃତ୍ୟୁ ଘଟିଛି । ଆଇଟିବିପି(ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସ) ଯବାନମାନଙ୍କୁ