ସରିଲା ଲୁଚକାଳି ଖେଳ, ଗିରଫ ହେଲେ ଶର୍ମିଷ୍ଠା

ମେଟ୍ରୋ ଓଡିଶା (୨୮.୩.୨୦୨୨) : ସରିଲା ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କର ଲୁଚକାଳି ଖେଳ | ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଗିରଫ ହୋଇଛନ୍ତି | ଆଜି ଭଦ୍ରକ ନଳାଙ୍ଗରୁ ଶର୍ମିଷ୍ଠାଙ୍କୁ ଭଦ୍ରକ ପୋଲି ଓ କ୍ରାଇମବ୍ରାଞ୍ଚ ଟିମ ଗିରଫ