ଭାରତ ବନ୍ଦ୍‌:ରାଜ୍ୟରେ ଆଂଶିକ ପ୍ରଭାବ

ମେଟ୍ରୋଟିଭିଓଡିଶା(୨୯.୩.୨୦୨୨): ୧୨ଦଫା ଦାବି ପୂରଣ ନେଇ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ପ୍ରଥମ ଦିନରେ ସଙ୍ଗଠନର କର୍ମକର୍ତ୍ତା କେନ୍ଦ୍ର ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ଲା-କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ