ପ୍ରକୃତି ରଚିବ ତାଣ୍ଡବ, ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବ ପୂରା ବିଶ୍ୱ!

ମେଟ୍ରୋଟିଭିଓଡିଶା(୨୬.୪.୨୦୨୨) ଜଳବାୟୁ ପରିବର୍ତ୍ତନର ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବ ପୂରା ବିଶ୍ୱ। ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗାମୀ ୮ ବର୍ଷ ସୁଦ୍ଧା ବିଶ୍ୱକୁ  ବଡ଼ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିବ। ଜୀବନ ଓ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ ପ୍ରକୃତିର

ମନୋଜ-କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି

ମେଟ୍ରୋଟିଭିଓଡିଶା(୨୬.୪.୨୦୨୨) ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ୨୦୨୧ ମଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଏବଂ ଏହାର ନିୟମାବଳୀ ମଧ୍ୟ ପ୍ରକାଶିତ ହୋଇଥିଲା। ତେବେ

୪୪ ବିଲିୟନ୍ ଡଲାରରେ ଟ୍ୱିଟ୍ଟରକୁ କିଣିଲେ ଏଲନ୍ ମସ୍କ

ମେଟ୍ରୋଟିଭିଓଡିଶା(୨୬.୪.୨୦୨୨) ୪୪ ମିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ ୩ ଲକ୍ଷ ୩୦ ହଜାର କୋଟି ବ୍ୟୟରେ ଟ୍ୱିଟ୍ଟରକୁ କିଣିଛନ୍ତି ଏଲନ୍ ମସ୍କ । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲନ୍ ମସ୍କଙ୍କ ଏକ ଟ୍ୱିଟ୍ ବର୍ତ୍ତମାନ ବେଶ ଭାଇରାଲ ହେଉଛି । ଏକ ଟ୍ୱିଟରେ ମସ୍କ

ଉଡନ୍ତା ବିମାନରେ ପାଇଲଟ ହେଉଥିଲେ ଅଦଳବଦଳ: ତାପରେ ଘଟିଲା ଏମିତି କିଛି ଘଟଣା

ମେଟ୍ରୋଟିଭିଓଡିଶା(୨୬.୪.୨୦୨୨) ମଝି ଆକାଶରେ ଏକ ଭିନ୍ନ ଷ୍ଟଣ୍ଟ କରିବା ପାଇଁ ଚେଷ୍ଟା କରୁଥିଲେ ଦୁଇ ଜଣ ପାଇଲଟ । କିନ୍ତୁ ଭାଗ୍ୟ ସାଥ ଦେଲାନି । ଆଉ ଏମିତି କିଛି ଘଟିଗଲା, ଯାହା ନ ଦେଖିଲେ ବିଶ୍ୱାସ କରିବା ବି କଷ୍ଟ । ଏକ ଅଦ୍ଭୁତ ଆଉ ବିପଦଜନକ ଷ୍ଟଣ୍ଟ କରିବା ପାଇଲଟଙ୍କ ଉପରେ ମହଙ୍ଗା