Trending
- ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା,ଏୟାର ଇଣ୍ଡିଆ ଜୁନ୍ ମାସରୁ ତିନି ମାସ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ
- ମେ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦେଶ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱୀଡେନ,ନରୱେ ଏବଂ ଇଟାଲୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ତୈଲ ସଂକଟକୁ ସାମାନ୍ୟ ମୁକାବିଲା ପାଇଁ ନିଜର କାରକେଡ ଗାଡ଼ି ସଂଖ୍ୟା ହ୍ରାସ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପେଟ୍ରୋଲ ଏବଂ ଡିଜେଲର ଦରଦାମ ବୃଦ୍ଧିକୁ ନେଇ ଚେତବାନୀ ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର
- ବଡ଼ଦାଣ୍ଡରେ ୮ଟି ଅସ୍ଥାୟୀ ହସ୍ପିଟାଲ ଖୋଲାଯିବ ,ରୋଗୀଙ୍କ ଭିଡ଼ କମାଇବା ନେଇ ପ୍ରଥମ କରି TRIAGE,
- ତାଲିମ ବିମାନ କ୍ରାସ୍ ଲ୍ୟାଣ୍ଡିଂ,ପାଇଲଟ୍ ସୁରକ୍ଷିତ
- ଖରିଫ ୨୦୨୬ ପାଇଁ ଆବଶ୍ୟକତାଠାରୁ ୫୧% ଅଧିକ ସାର ଉପଲବ୍ଧ
- ସାଇବର୍ ଅପରାଧ ରୋକିବାରେ ମୁଲ୍ ଆକାଉଣ୍ଟ୍ ଏକ ପ୍ରମୁଖ ପ୍ରତିବନ୍ଧକ
- ବିଶ୍ୱର ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଇଛନ୍ତି ଜରୁରୀକାଳୀନ ପଦକ୍ଷେପ
- ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଅଭାବ ନାହିଁ -ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
କଳାପାଣି ଜେଲ ଯିବେ ଦୁର୍ଦ୍ଦାନ୍ତ ଅପରାଧୀ
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଅପରାଧକୁ କମାଇବା ପାଇଁ ଗ୍ୟାଙ୍ଗଷ୍ଟରଙ୍କୁ କଳାପାଣି ପଠାଯିବ ବୋଲି କୁହାଯାଉଛି । ଆଣ୍ଡାମାନ ସିଫ୍ଟ ହେବେ ଦୁର୍ଦ୍ଦାନ୍ତ ଅପରାଧୀ । ଏନଆଇଏ ତରଫରୁ ଗୃହମନ୍ତ୍ରଣାଳୟକୁ ଭାରତ ଜେଲରେ ବନ୍ଦ ଥିବା ୧୦-୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ନିକୋବର ଜେଲ ବା…
ମଣିପୁରରେ ହିଂସା କମିବାର ନା ଧରୁନି
ମଣିପୁର:ମଣିପୁରରେ ପୁଣି ଉଗ୍ର ହେଉଛି ହିଂସା । ଶନିବାର ମଧ୍ୟ ରାତିରେ ବିଷ୍ଣୁପୁରରେ କିଛି ହିଂସା ଘଟିବା ପରେ ରବିବାର ମଧ୍ୟ କର୍ଫୁ ଲଗାଯାଇଛି । ଗୁଳିମାଡରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଡମ୍ପି ପାହାଡି ଇଲାକାରେ ଅଜ୍ଞାତ ଅସ୍ତ୍ରଶସ୍ତ୍ରଧାରୀ ବ୍ୟକ୍ତିଙ୍କ ସହ କୁକି ବିଦ୍ରୋହୀ…
ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ: ସତର୍କ ରହିବା ଜରୁରୀ
ଭୁବନେଶ୍ବର: ରାଜଧାନୀରେ ବର୍ଷା ଆସିଲେ ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। ବିଭିନ୍ନ ଅଂଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତବର୍ଷର ନୂଆ ହଟସ୍ପଷ୍ଟ ପାଲଟିଛି। ଏନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସାଲିଆ ସାହି,…
ମହାରାଷ୍ଟ୍ର ରାଜନୀତି ସରଗରମ: ଉପମୁଖ୍ୟମନ୍ତ୍ରୀ ପଦ ସହ 9 ମନ୍ତ୍ରୀ ପଦ ମିଳିଲା ଏନସିପି ନେତାଙ୍କୁ
ମୁମ୍ବାଇ:ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକଙ୍କୁ ନେଇ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି । 9ଜଣ ଏନସିପି ନେତାଙ୍କୁ ମିଳିଛି ମନ୍ତ୍ରୀ ପଦ । ଅଜିତ ପାୱାରଙ୍କ ସହ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳ ସିନ୍ଦେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଦିଲ୍ଲୀପ ବଲସେ ପାଟିଲ, …
ଆସନ୍ତାକାଲିଠୁ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇପାରେ ଲଘୁଚାପ
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା । ଆସନ୍ତା ୪ ତାରିଖରୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ୬ ତାରିଖରେ ଯାଏ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି…
ରତ୍ନବେଦୀରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ: ଆଜିଠୁ ଅବଢା ପାଇବେ ଭକ୍ତ
ପୁରୀ: ଶ୍ରୀକ୍ଷେତ୍ରରେ ସରିଛି ରଥଯାତ୍ରା । ଭାଇ ଭଉଣୀଙ୍କ ସହ ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଶ୍ରୀଜୀଉମାନେ ନୀଳକନ୍ଦରରେ ବିରାଜମାନ କରିଛନ୍ତି । ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ଅବଢ଼ା ଭକ୍ତମାନେ ପାଇଛନ୍ତି । ନୀତି…
ଶିମିଳିପାଳରେ ପୁଣି ହାତୀ ଦାନ୍ତ ଜବତ
ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ଶିକାରୀଙ୍କ ପାଦ୍ରୂଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ହେବ ବନ କର୍ମଚାରୀ ଶିମିଳିପାଳରେ ପାଟ୍ରୋଲିଂ ବନ୍ଦ କରି ଦେଇଥିବା ବେଳେ ତାହା ଶିକାରୀଙ୍କୁ ଖୁବ୍ ସୁହାଉଛି। ଶିମିଳିପାଳ ପାଦଦେଶରେ ଥିବା ଯଶିପୁରର…
ଏନସିପିରେ ଫାଟ: ମହାରାଷ୍ଟ୍ର ସରକାରରେ ସାମିଲ ହେଲେ ଅଜିତ ପାଓ୍ବାର
ମୁମ୍ବାଇ : ଏନସିପି ନେତା ତଥା ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ମହାରାଷ୍ଟ୍ର ରାଜନୀତିରେ ପୁଣି ଖେଳିଛନ୍ତି ନୂଆ ଚାଲ । ନିଜେ ଦଳରୁ ବାହାରି ସାମିଲ ହୋଇଛନ୍ତି ସିନ୍ଦେଙ୍କ ସରକାରରେ । ବାରାମତି ବିଧାନସଭାର ବିଧାୟକ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶିବସେନା…