ମହାପ୍ରଭୁଙ୍କୁ କରାଯିବ ଚିତାଲାଗି, ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ଚିତାଲାଗି ଅମାବାସ୍ୟା ।  ମହାପ୍ରଭୁ ଜଗନ୍ନାଥଙ୍କୁ ହୀରା, ଶ୍ରୀବଳଭଦ୍ରଙ୍କୁ ମାଣିକ୍ୟ ଓ ଦେବୀ ସୁଭଦ୍ରାଙ୍କୁ ଲୀଳା ଖଚିତ ସୁବର୍ଣ୍ଣଚିତା ପରମ୍ପରା ଅନୁସାରେ ଲାଗି କରାଯିବ । ଏହା ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ପରେ ଆପାତଃ ଦିନ 2ଟାରୁ ସନ୍ଧ୍ୟା…

ଆଜି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଜି ପ୍ରବଳ ବର୍ଷା ସମ୍ଭାବନା । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ପ୍ରବଳ ବର୍ଷା ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଟୁଇନ ସିଟିରେ ମଧ୍ୟ ଲଘୁଚାପର ପ୍ରଭାବ ପଡ଼ିଛି । କଟକରେ ବର୍ଷା ପାଇଁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି ।…

ଆଜିର ରାଶିଫଳ

ମେଷ ବାପାମାଆଙ୍କ ସହିତ ମନ୍ଦିରକୁ ଯିବେ। ଆପଣଙ୍କୁ କୌଣସି ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ଜୀବନସାଥୀ ଆପଣଙ୍କୁ କୌଣସି ଖୁସି ଖବର ଶୁଣାଇବେ। ବୃଷ ବ୍ୟବସାୟୀଙ୍କୁ ଲାଭ ହେବ। ଜୀବନସାଥୀଙ୍କୁ ମନପସନ୍ଦ ଉପହାର ଦେବେ। ଜରୁରୀ ଜିନିଷ କେଉଁଠି ରଖିଦେଇ ପସୋରି ଯାଇପାରନ୍ତି।…

ଦେବୀ ନଦୀରେ ଭାସିଗଲେ କାଉଡ଼ିଆ

ଜଗତସିଂହପୁର: ପାଣି ଭାର ଉଠାଇବାବେଳେ ଭାସିଯାଇଛନ୍ତି ନାବାଳକ କାଉଡ଼ିଆ । ସଂଧ୍ୟାରେ ଭାସିଯାଇଥିବା ବେଳେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନାହାଁନ୍ତି । ଜଗତସିଂହପୁର ଆଳିପିଙ୍ଗଳ ଦେବୀ ନଦୀ ଘାଟରୁ ପାଣି ଉଠାଇବା ସମୟରେ କାଉଡ଼ିଆ ଭାସିଯାଇଛନ୍ତି । ନିଖୋଜ କାଉଡ଼ିଆ ହେଲେ ଅଷ୍ଟମ ଶ୍ରେଣୀର…

କଟକରେ ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା, ଚେତୁନି ସିଏମସି

କଟକ:  କଟକ ନିମସାହିରେ ଥିବା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ଜୀବନ ଯାଇଥିବା ବେଳେ ଏହି ଘଟଣାକୁ ନେଇ ଥାନାରେ ମାମଲା ହୋଇଛି। ମୃତ ଯୁବକ ହେଲେ ରାହୁଲ। ତାଙ୍କ ଘର ରାଜସ୍ଥାନରେ। ଲଗାଣ ବର୍ଷା ଯୋଗୁଁ ଡ୍ରେନ୍‌ରେ ଅଧିକ ପାଣି ଜମିରହିଥିଲା। ଆଉ ସେ ଡ୍ରେନରେ ପଡିଯାଇଥିଲେ । ଯୁବକ ଜଣକ…

ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଭୁବନେଶ୍ବର: ଆସୁଛି  ୨୦୨୪ ସାଧାରଣ ନିର୍ବାଚନ । ଓଡ଼ିଶାରେ ଦଳ କିପରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ବିଜେପି ରଣନୀତି ପ୍ରସ୍ତୁତ କରୁଛି । ଯେଉଁ ସବୁ ସ୍ଥାନରେ ଗତ ଥର ଦଳ ହାରିଥିଲ, ସେହି ସ୍ଥାନରେ ବିଜେପି କିପରି ବୁଥ୍ ସ୍ତରରେ ମଜବୁତ ହେବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛି। ତେଣୁ ଘନ ଘନ…

ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର ବିଜେପି‌କୁ ଫେରିଲେ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ବିଜେପି । ଅନ୍ୟ ଦଳ ଓ ନେତାଙ୍କୁ ନିଜ ଦଳରେ ମିଶାଉଛି । ଏହି କ୍ରମରେ  ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଫେରିଲେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କ ଦଳ ସୁହେଲଦେବ ଭାରତୀୟ…

୬୪ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା । ୪୬ ଜଣଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ

ରାଜ୍ୟରେ କେଉଁ ବିଧାୟକଙ୍କ ବିରୋଧରେ କେତେ ଅପରାଧିକ ମାମଲା ରହିଛି, ତାର ରିପୋର୍ଟ ପ୍ରକାଶ କରିଛି ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମ ବା ଏଡିଆର । ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୪୪ ପ୍ରତିଶତ ଅର୍ଥାତ ୬୪ ଜଣଙ୍କ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା ।  ଓଡ଼ିଶାର ୧୪୫…

ଭୁବନେଶ୍ୱରର ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ

ଭୁବନେଶ୍ବର:ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ରମାଦେବୀ ଜୁନିୟର କଲେଜ। ଭୁବନେଶ୍ୱରର ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ। ଏନେଇ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର…

ଏବେ ବି କମିନି ଦିଲ୍ଲୀରେ ବନ୍ୟା ସ୍ଥିତି

ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ୟା ସ୍ଥିତି ଏବେ ବି ସଙ୍ଗୀନ । ଯମୁନା ନଦୀର ଜଳସ୍ତର କମିଚାଲିଛି, ହେଲେ ଏବେ ବି କମିନି ଦୁର୍ଦ୍ଦଶା । ଦେଶର ରାଜଧାନୀ ଦିଲ୍ଲୀର ତଳି ଅଞ୍ଚଳ ଏବେ ବି ଜଳବନ୍ଦୀ । ଏନଡିଆରଏଫ ସହ ପୋଲିସ ପ୍ରଶାସନ ଦିଲ୍ଲୀ ସ୍ଥିତି ସ୍ବାଭାବିକ କରିବାକୁ ଆପ୍ରାଣ ଉଦ୍ୟମ ଜାରି…