ଆଜିସଂଧ୍ୟାରୁ ବିଶ୍ବନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି । ‘ଜି-୨୦’ ଶିଖର ସମ୍ମିଳନୀର କାର୍ଯ୍ୟକ୍ରମ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫ରୁ ଅଧିକ ନେତାମାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି ଜଣାପଡିଛି ।
PM to hold more than 15 bilaterals with world leaders on G20 sidelines
Read @ANI Story | https://t.co/W7Ti3xFuAG#NarendraModi #Modi #G20 #G20India2023 #NewDelhi pic.twitter.com/Wwv3pnWfbU
— ANI Digital (@ani_digital) September 8, 2023
#WATCH | G 20 in India | G20 Summit to be held in Delhi on September 9-10. The theme for this year's Summit is 'Vasudhaiva Kutumbakam' – One Earth, One Family, One Future.
Visuals from the Bharat Mandapam at Pragati Maidan in Delhi. pic.twitter.com/r86CLqOYsK
— ANI (@ANI) September 8, 2023
This evening, I look forward to three bilateral meetings at my residence.
I will be meeting Mauritius PM @KumarJugnauth, Bangladesh PM Sheikh Hasina and @POTUS @JoeBiden.
The meetings will give an opportunity to review India's bilateral ties with these nations and further…
— Narendra Modi (@narendramodi) September 8, 2023
ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ମରିସସ୍, ବାଂଲାଦେଶ ଓ ଆମେରିକାର ନେତାମାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନ କରିବେ। ସେପ୍ଟେମ୍ବର ୯ ତାରିଖ ଦିନ ଇଂଲଣ୍ଡ୍, ଜାପାନ, ଜର୍ମାନି ଓ ଇଟାଲିର ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ ଦ୍ବିପାକ୍ଷିକ ଆଲୋଚନା କରିବେ।
#WATCH | G 20 in India | On US-India bilateral meeting, Margaret MacLeod, US State Department's Spokesperson says "We will have discussions on several issues. India and the US share a partnership in several sectors including critical emerging technologies, Artificial… pic.twitter.com/FqDgzOz26I
— ANI (@ANI) September 8, 2023
#WATCH | G 20 in India | EAM Dr S Jaishankar called on PM of Mauritius Pravind Kumar Jugnauth, in Delhi earlier today. pic.twitter.com/k9U5qwhS44
— ANI (@ANI) September 8, 2023
ପୁଣି, ସେପ୍ଟେମ୍ବର ୧୦ ତାରିଖ ଦିନ ପ୍ରଧାମନ୍ତ୍ରୀ ମୋଦୀ ଫ୍ରାନସ ରାଷ୍ଟ୍ରପତି ମାକ୍ରୋନ୍ଙ୍କ ସହିତ ମଧ୍ୟାହ୍ନ ଭୋଜନ ସମୟରେ ଆଲୋଚନା କରିବେ। ଏହାଛଡ଼ା, ସେଦିନ ପ୍ରଧାନମନ୍ତ୍ରୀ ମୋଦୀ କମୋରସ୍, ତୁର୍କୀ, ‘ୟୁଏଇ’, ଦକ୍ଷିଣ କୋରିଆ, ବ୍ରାଜିଲ୍ ଓ ନାଇଜେରିଆ ନେତାମାନଙ୍କ ସହିତ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବେ।