ଦ୍ବିତୀୟ ବର୍ଷ ପାଇଁ ଜୁନ୍ ୨ ତାରିଖ ଅଶୁଭ ସାବ୍ୟସ୍ତ ହୋଇଛି। ୨୦୨୩ ଜୁନ ୨ରେ ବାଲେଶ୍ବରର ବାହାନଗା ବଜାର ଷ୍ଟେସନରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ଆଜି ବର୍ଷେ ପୂରଣ ହୋଇଥିବା ବେଳେ ସମାନ ଢଙ୍ଗରେ ଆଜି ଆଉ ଏକ ରେଳ ଦୁର୍ଘଟଣା ପଞ୍ଜାବରେ ହୋଇଛି। ତେବେ ଆଶ୍ବାସନାର ବିଷୟ ହେଲା ଏହି ଦୁର୍ଘଟଣାରେ ବାଲେଶ୍ବର ଦୁର୍ଘଟଣା ଭଳି ଲୋକଙ୍କର ମୃତ୍ୟୁ ହୋଇନାହିଁ। ପଞ୍ଜାବ ରେଳ ଦୁର୍ଘଟଣାରେ ଦୁଇଜଣ ଲୋକୋ ପାଇଲଟ୍ ଗମ୍ଭୀର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post