ନେପାଳରେ ଭୂମିକମ୍ପ

୫.୩ ତୀବ୍ରତାର ଭୂକମ୍ପ ଝଟକା

ଆଜି ସକାଳୁ ନେପାଳରେ ଭୂକମ୍ପ ଝଟକା ଲାଗିଛି । ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ପ୍ରାୟ ୫୫ କିଲୋମିଟର ପଶ୍ଚିମରେ ଧାଡିଙ୍ଗରେ ରହିଛି । ତେବେ ବର୍ତ୍ତମାନ ଯାଏ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।ଭୂକମ୍ପରେ ଥରିଲା ନେପାଳ-ଭାରତ ସୀମା । ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । ଆଜି ସକାଳୁ ନେପାଳରେ ଭୂକମ୍ପ ଝଟକା ଲାଗିଛି । ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁ ଠାରୁ ପ୍ରାୟ ୫୫ କିଲୋମିଟର ପଶ୍ଚିମରେ ଧାଡିଙ୍ଗରେ ରହିଛି ।