ଏକ୍ସପ୍ରେସୱେ-ନ୍ୟାସନାଲ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କୁ ୩୧ ଜାନୁଆରୀ ରାତି ୧୨ଟା ସୁଦ୍ଧା ସେମାନଙ୍କ ଫାଷ୍ଟାଗର କେୱାଇସିକୁ ଅପଡେଟ୍ କରିବାକୁ ପଡିବ । ଫାଷ୍ଟାଗ୍ ଅପଡେଟ୍ କରିବାର ସୁବିଧା ଆପ୍ ସହିତ ଅନ୍ଲାଇନରେ ମଧ୍ୟ ଉପଲବ୍ଧ । ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଆଇ) ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ଗୋଟିଏ ଗାଡିରେ କେବଳ ଗୋଟିଏ ଫାଷ୍ଟାଗ ବ୍ୟବହାର କରାଯିବ, ଯାହାକୁ ଅପଡେଟ୍ କରିବାକୁ ପଡିବ ।କେୱାଇସି ଅପଡେଟ୍ କରିନଥିବା ଲୋକଙ୍କ ଫାଷ୍ଟାଗ୍ ଫେବୃଆରୀ ୧ ରୁ ବ୍ଲାକଲିଷ୍ଟ ହେବ । ଅବଶ୍ୟ ଏହା ପରେ ଲୋକମାନେ ଅପଡେଟ୍ କରିପାରିବେ, କିନ୍ତୁ ଫେବୃଆରୀ ୧ ରୁ ଟୋଲ୍ ପ୍ଲାଜା ଦେଇ ଗାଡ଼ି ସେବେ ଯାଇପାରିବ, ଯେବେ ଫାଷ୍ଟାଗ୍ରେ କେୱାଇସି ଅପଡେଟ ହେବ ଓ ତାହା ବ୍ଲକଲିଷ୍ଟ ହେବନାହିଁ ।
Trending
- କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ଅପରାଧିକ ପୃଷ୍ଠଭୂମି ଥିବା ୨,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ,୫ ଟି ଏଫଆଇଆର,୧୩୦ ପୁଲିସ ଆହତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଲେ ଧର୍ମେନ୍ଦ୍ର ପ୍ରଧାନ
- ଏହା “ଗଣତନ୍ତ୍ରର ବିଜୟ”। “ଛାତ୍ର ଏକତା ଜିନ୍ଦାବାଦ” : ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସିଜେପିର ପ୍ରତିକ୍ରିୟା
- ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ,ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍
- ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ,ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
- ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ନିର୍ଦ୍ଦେଶ ଜାରି
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ
- ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟିର ଜରିମାନା ଦେବାକୁ ପଡ଼ିବ
- ଆଜି ପବିତ୍ର ବାହୁଡ଼ା ଯାତ୍ରା, କାଳିଆର ପହଣ୍ଡି ବିଜେ ,ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ
Prev Post
Next Post