ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନ ଭିତରେ ଗୁଳିମାଡ଼, ୪ଜଣଙ୍କର ମୃତ୍ୟୁ
ଜୟପୁର: ଜୟପୁର –ମୁମ୍ବାଇ ପାସେଞ୍ଜର ଟ୍ରେନରେ ଆଜି ଭୋର ସମୟରେ ଗୁଳିମାଡ ଫଳରେ ଜଣେ ଏଏସଆଇଙ୍କ ସହ ୩ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଅଘଟଣ ଟ୍ରେନର ୫ ନମ୍ବର ବଗିରେ ହୋଇଥିବା ଜଣାପଡିଛି ।
#WATCH | Mumbai: DRM Neeraj Kumar says, "At around 6 am we got to know that an RPF constable, who was on escorting duty opened fire…Four people have been shot dead…Our railway officer reached the spot. The families have been contacted. Ex-gratia will be given." pic.twitter.com/Zl7FfoUd8i
— ANI (@ANI) July 31, 2023
ରେଲ୍ୱେ ପ୍ରୋଟେକ୍ସନ୍ ଫୋର୍ସ’ର ଜଣେ ଯବାନ ଗୁଳି ଚଳାଇବାରୁ ଜୟପୁରରୁ ମୁମ୍ବାଇ ଆସୁଥିବା ଏକ ଟ୍ରେନ୍ରେ ୪ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଭୋର୍ ୫.୨୩ରେ ଟ୍ରେନ୍ ନମ୍ବର ୧୨୯୫୬ର ‘ବି୫’ କୋଚ୍ରେ ଆଜି ଗୁଳିକାଣ୍ଡ ଘଟିଛି। ‘