ଦିଲ୍ଲୀର ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀରେ ବିଜେପିର ଜୋରଦାର କ୍ୟାମ୍ପେନିଂ । ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ 5 ରାଜ୍ୟର ମୁଖ୍ୟମନ୍ତ୍ରୀ । କାରତର ନଗରରେ ମୋଦିଙ୍କ ମେଗା କ୍ୟାମ୍ପେନିଂ । ବିଶାଳ ଜନସଭାକୁ ପିଏମଙ୍କ ସମ୍ବୋଧନ । କହିଲେ, ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ପୂରଣ ହେବ ସବୁ ପ୍ରତିଶ୍ରୁତି, ଏହା ମୋଦି ଗ୍ୟାରେଣ୍ଟି ।ଫେବୃଆରୀ 5ରେ ଦିଲ୍ଲୀ ନିର୍ବାଚନ । ଏହା ପୂର୍ବରୁ ଦିଲ୍ଲୀରେ ବିଜେପିର ଜୋରଦାର କ୍ୟାମ୍ପେନିଂ । ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ 5 ରାଜ୍ୟର ମୁଖ୍ୟମନ୍ତ୍ରୀ । କାରତର ନଗରରେ ମୋଦିଙ୍କ ମେଗା କ୍ୟାମ୍ପେନିଂ ।