ସଂସଦ ଭବନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି । ସମସ୍ତ ନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଓମ୍ ବିର୍ଲାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ।ନିଜର ଅଭିଭାଷଣ ରଖିଛନ୍ତି ସେ କହିଛନ୍ତି ଜନ ସେବାର ସୌଭାଗ୍ୟ ବହୁତ କମ ଲୋକଙ୍କୁ ମିଳିଥାଏ ।ଆପଣମାନେ ନିଜର ଦାୟିତ୍ୱ ଭଲ ଭାବେ ଗ୍ରହଣ କରିବେ ଏ ନେଇ ମୋର ସମ୍ଫୁର୍ଣ ଆଶା ବିଶ୍ୱାସ ରହିଛି । ଭାରତର ନିର୍ବାଚନ ରେ ଭାଗ ନେଇଥିବା କୋଟି କୋଟି ଲୋକଙ୍କୁ ମୁଁ ଶୁଭେଚ୍ଚା ଜଣାଉଛି । ଏହି ନିର୍ବାଚନ ଦେଶର ସବୁଠୁ ବଡ ନିର୍ବାଚନ ରହିଥିଲା । ।ପଖାପାଖି ୬୪ କୋଟି ଲୋକ ମତଦାନ ସାବସ୍ତ୍ୟ କରିଥିଲେ , ମହିଳା ମାନେ ମଧ୍ୟ ଅଧିକ ସଂଖ୍ୟକ ଭାବରେ ନିଜର ମତ ସାବସ୍ତ୍ୟ କରିଥିଲେ । ଜାମ୍ମୁ କାଶ୍ମିରୀରେ ମଦ୍ୟ ଏହି ନିର୍ବାଚନ ପ୍ରତିଫଳନ ହୋଇଥିବା ଦେଖିବାକୁ ମିଳିଥିଲା ।କାଶ୍ମିରୀ ଘାଟିରେ ରେର୍କଡ ସଂଖ୍ୟକ ଭୋଟର ମତଦାନ ସାବସ୍ତ୍ୟ କରିଛନ୍ତି । ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଘରୋଇ ମତଦାନ ଗ୍ରହଣ କରାଯାଇଥିଲା । ଏହି ୨୦୨୪ ନିର୍ବାଚନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ନିର୍ବାଚନରେ ସରକାର ବହୁମତ ରେ ନିଜର ସରକାର ଗଢିଥିଲେ । ୬ଷ୍ଠ ଦଶକରେ ସବୁ ଠାରୁ ଚର୍ଚ୍ଚା ର ନିର୍ବାଚନ ହୋଇଥିଲା ଏହି ନିର୍ବାଚନ
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post