National ଡ୍ରଗ୍ସ ଚାଲାଣ କରୁଥିବା ୧୩ ପାକିସ୍ତାନ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ Last updated Jun 24, 2023 ଡ୍ରଗ୍ସ ଚାଲାଣ କରୁଥିବା ୧୩ ପାକିସ୍ତାନ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି NIA( ଜାତୀୟ ସୁରକ୍ଷା ଏଜେନ୍ସି ) । ସେମାନଙ୍କ ମଧ୍ୟରୁ ୧୦ ଜଣ ଏବେ ଭାରତ ଜେଲ୍ରେ ବନ୍ଦୀ ଥିବା ବେଳେ ୩ ଜଣ ଫେରାର ଅଛନ୍ତି।ଗତବର୍ଷ ଡିସେମ୍ବର ମାସରେ ପାକିସ୍ତାନର ଏକ ମାଛଧରା ବୋଟରେ ୧୩ ଜଣ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଧରି ଜଳପଥରେ ଗୁଜରାଟ ଦେଇ ଭାରତରେ ପ୍ରବେଶ ପାଇଁ ଚେଷ୍ଟା ଚଳାଇଥିଲେ। ଏପରିକି ପୁଲିସ୍ ଆଖିରୁ ଖସି ଯିବା ନିମନ୍ତେ ଏକ ଗ୍ୟାସ୍ ସିଲିଣ୍ଡରରେ ଡ୍ରଗ୍ସ ଭର୍ତ୍ତି କରି ଆଣିଥିଲେ। Share