ଜଣେ ସିଆରପିଏଫ ଯବାନଙ୍କୁ ଦିଲ୍ଲୀରୁ ଗିରଫ କରିଛି NIA

ଦିଲ୍ଲୀରୁ ଜଣେ ସିଆରପିଏଫ ଯବାନଙ୍କୁ ଗିରଫ କରିଛି NIA । ଯବାନ ଜଣକ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ପଠାଉଥିଲେ । ତେବେ ସୂଚନା ପାଇଁ ଯବାନଙ୍କୁ ପଇସା ମିଳୁଥିଲା । ଏଥିପାଇଁ ସେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିଲେ ।

ଏନଆଇଏ ଗିରଫ ସିଆରପିଏଫ ଯବାନଙ୍କୁ ପଚରାଉଚରା ଆରମ୍ଭ କରିଛି । ସୋସିଆଲ ମିଡିଆ ଜରିଆରେ ପାକିସ୍ତାନ ଇଣ୍ଟେଲିଜେନ୍ସୀ ଓପରେଟିଭ ସଂପର୍କରେ ରହିଥିଲେ । ଯବାନ ସୋସିଆଲ ମିଡିଆ ଜରିଆରେ ଦେଶ ସହିତ ଜଡିତ ଗୁପ୍ତ ସୂଚନା ପଠାଉଥିଲେ ।

Leave a comment