ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ: ଲୋକସଭା କକ୍ଷରେ ‘ସେଙ୍ଗୋଲ୍’ ସ୍ଥାପନ
ବିଧିବିଧାନ ଅନୁଯାୟୀ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ ‘ସେଙ୍ଗୋଲ୍’ ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସ୍ବରୂପ ଏକ ‘ଫଳକ’ ବା ‘ପ୍ଲେକ୍’ ଉନ୍ମୋଚନ କରିଛନ୍ତି।
Feel very blessed that I had the opportunity to welcome the respected Adheenams to my residence. pic.twitter.com/ozDvbDKQ8I
— Narendra Modi (@narendramodi) May 27, 2023
ବୈଦିକ ମନ୍ତ୍ରୋଚାରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା କକ୍ଷରେ ‘ସେଙ୍ଗୋଲ୍’ ସ୍ଥାପନା କରି ତାମିଲ୍ନାଡୁରୁ ଆସିଥିବା ଅଧୀନମ୍ମାନଙ୍କ ଶୁଭାଶୀର୍ବାଦ ଗ୍ରହଣ କରିଥିଲେ।
#WATCH | The 'Sengol' was consecrated amid Vedic chanting by Adheenams before its installation in the new Parliament building pic.twitter.com/lbYgDwZxkR
— ANI (@ANI) May 28, 2023
New Parliament inauguration: PM Modi installs sacred 'Sengol' in Lok Sabha chamber
Read @ANI Story | https://t.co/1qyt8EUbOv#PMModi #NewParliamentBuilding #NewParliament pic.twitter.com/N48gcoi9yp
— ANI Digital (@ani_digital) May 28, 2023
#WATCH | 'Sarv-dharma' prayers are underway at the new Parliament building as the inauguration ceremony is led by PM Modi pic.twitter.com/6NyADeDZoM
— ANI (@ANI) May 28, 2023
ନୂଆ ସଂସଦ ଭବନ ଲୋକାର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ ଓ ବିକାଶରେ କାର୍ଯ୍ୟ କରିଥିବା ଲୋକମାନଙ୍କୁ ସମ୍ମାନିତ କରିଥିଲେ।
#WATCH | 'Sarv-dharma' prayers are underway at the new Parliament building as the inauguration ceremony is led by PM Modi pic.twitter.com/6NyADeDZoM
— ANI (@ANI) May 28, 2023