ନୂଆ ସଂସଦ ଭବନ ଆସନ୍ତାକାଲି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆସନ୍ତାକାଲି ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନ ପୂର୍ବରୁ ସଂସଦ ଭବନର ଫାଷ୍ଟ ଲୁକ ଆସିଛି। ରିଲିଜ କରିଛନ୍ତି ପ୍ରଧାନମନ୍ତ୍ରୀ। ୬୪ ହଜାର ୫୦୦ ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମିତ ହୋଇଥିବା ନୂଆ ସଂସଦ ଭବନରେ ଅତ୍ୟାଧୁନିକ ସୁବିଧା ରହିଛି। ତେବେ ଉଦଘାଟନୀ ଉତ୍ସବକୁ ନେଇ ରାଜନୀତି ଜେଜୁଛି। ଉଦଘାଟନୀ ଉତ୍ସବ ଶାସକ-ବିରୋଧୀଙ୍କ ଶକ୍ତି ପ୍ରଦର୍ଶନର କ୍ଷେତ୍ର ହେବାକୁ ଯାଉଛି । କଂଗ୍ରେସ ସମେତ ୨୦ ରାଜନୈତିକ ଦଳ ଉତ୍ସବକୁ ବୟକଟ କରିଛନ୍ତି ।
The new Parliament building will make every Indian proud. This video offers a glimpse of this iconic building. I have a special request- share this video with your own voice-over, which conveys your thoughts. I will re-Tweet some of them. Don’t forget to use #MyParliamentMyPride. pic.twitter.com/yEt4F38e8E
— Narendra Modi (@narendramodi) May 26, 2023