National ୨ ଦିନ ଭିତରେ ୪ ମାଓବାଦୀ ନିହତ On May 8, 2023 ଛତିଶଗଡ଼: ମାଓବାଦୀଙ୍କ ସହ ସୁରକ୍ଷାବାହିନୀଙ୍କ ସଂଘର୍ଷ ଚାଲିଛି । ସୁକୁମା ଜିଲ୍ଲାରେ ପୁଣି ପୁଲିସ ମାଓବାଦୀ ଗୁଳିବିନିମୟ ହୋଇଛି। ଦୁଇ ଦିନ ଭିତରେ ୪ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ସୁକୁମା ଜିଲ୍ଲା ଭେଜ୍ଜି ଜଙ୍ଗଲରେ ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳଷ ସର୍ସୂଚ ଅପରେସନ ଜାରି ରହିଛି। ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଏନ୍କାଉଣ୍ଟର୍ରେ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି। Share