ମୋଦିଙ୍କୁ ଆମନ୍ତ୍ରଣ କଲେ ବାଇଡେନ

ମୋଦିଙ୍କୁ ଆମନ୍ତ୍ରଣ କଲେ ବାଇଡେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ଜୁନ୍‌ ମାସରେ  ଆମେରିକା ଗସ୍ତରେ ଆସିବା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ ନିମନ୍ତ୍ର କରିଛନ୍ତି ।  ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଥିବା କଥା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହି ନିମନ୍ତ୍ରଣ ଔପଚାରିକ ଭାବେ ଗ୍ରହଣ କରାଯାଇଛି ଏବଂ ଉଭୟ ଦେଶର ସରକାରୀ ଅଧିକାରୀମାନେ ଏନେଇ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯୋଜନା ସମ୍ପ୍ରତି ପ୍ରାରମ୍ଭିକ ପର୍ଯ୍ୟାୟରେ ‌ରହିଥିବା ବେଳେ ଋଷ ୟୁକ୍ରେନ ଯୁଦ୍‌ଧକୁ ନେଇ