ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ- ୩
ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ ୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଁଚିଛି ଭାରତ ।
#BreakingNews | India overcome the "Fifteen minutes of terror" as #Chandrayaan3 lands successfully on near the south pole of the moon @isro #Chandrayaan3Landing #ISRO #IndiaOnTheMoon #MoonMission pic.twitter.com/KTIJOaJCCe
— DD News (@DDNewslive) August 23, 2023
Chandrayaan-3 Mission:
'India🇮🇳,
I reached my destination
and you too!'
: Chandrayaan-3Chandrayaan-3 has successfully
soft-landed on the moon 🌖!.Congratulations, India🇮🇳!#Chandrayaan_3#Ch3
— ISRO (@isro) August 23, 2023
ଆମେରିକାର ଚନ୍ଦ୍ର ମିଶନ ମଧ୍ୟଭାଗରେ ଅବତରଣ କରିଥିବାବେଳେ ଚୀନ ଉତ୍ତର ମେରୁରେ ଅବତରଣ କରିଥିଲା । ବିପରିତ ପାର୍ଶ୍ବରେ ଚନ୍ଦ୍ରଯାନ ପହଁଚିଛି । ଚନ୍ଦ୍ରଯାନ-୩ର ତିନୋଟି ପ୍ରମୁଖ ଅଂଶ ଠିକ ଭାବେ କାମ କରୁଛି । ପ୍ରଥମଟି ହେଲା ପ୍ରପୁଲସନ ମଡ୍ୟୁଲ ଯାହା ଚନ୍ଦ୍ର ଚାରିପଟେ ବୁଲୁଛି , ଦ୍ବିତୀୟଟି ହେଲା ଲ୍ୟାଣ୍ଡର ମଡ୍ୟୁଲ ବିକ୍ରମ ଯାହା ଅବତରଣ କରିଛି ।

#WATCH | "India is on the Moon": ISRO chief S Somanath as Chandrayaan 3 lander module Vikram makes safe and soft landing on the Moon pic.twitter.com/5xEKg0Lrlu
— ANI (@ANI) August 23, 2023