ମିଆଁମାରରେ ପୁଣି ଭୂକମ୍ପର ଝଟକା
ମିଆଁମାରରେ ପୁଣି ଭୂକମ୍ପର ଝଟକା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦କିଲୋମିଟର ଗଭୀରତାରେ ରହିଛି । ଭୂକମ୍ପର ତୀବ୍ରତା ୩.୪ । ଏହି ତୀବ୍ରତାର ଭୂକମ୍ପ ସାଧାରଣତଃ ସାମାନ୍ୟ କ୍ଷୟକ୍ଷତିର ସମ୍ଭାବନା ଥାଏ ।
ସୂଚନାନୁଯାୟୀ, ମିଆଁମାରରେ ସାମାନ୍ୟ ଭୂକମ୍ପର ଝଟକା ପୁଣିଥରେ ମଙ୍ଗଳବାର ଦିନ ଅନୁଭୂତ ହୋଇଥିଲା । ଏହା ବିଳମ୍ବିତ ରାତି ପ୍ରାୟ ୨.୩୨ମିନିଟରେ ଅନୁଭୂତ ହୋଇଥିଲା । ନିକଟରେ ମେ ୨୩-୨୪ର ମଧ୍ୟରାତି ୧୨.୨୮ ମିନିଟରେ ତୀବ୍ରତା ୪.୦ ରହିଥିଲା ।