ସମାଜ ପାର୍ଟି ୯ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ଗୋରଖପୁର ଏବଂ ବସ୍ତି ସମେତ ମୋଟ ୯ଟି ଆସନରେ ନାମ ଅଛି। ବିଏସପି ଆଜମଗଡରୁ ଭୀମ ରାଜଭାର, ଘୋସିରୁ ବାଲକ୍ରିଷ୍ଣା ଚୌହାନ, ଏଟା ମୋ. ଇରଫାନ, ଧୌରହରାରୁ ଶ୍ୟାମ କିଶୋର ଆୱସ୍ତି, ଫୌଜାବାଦରୁ ସଚ୍ଚିଦାନନ୍ଦ ପାଣ୍ଡେ, ବସ୍ତିରୁ ଦିନଶଙ୍କର ମିଶ୍ରା, ଗୋରଖପୁରରୁ ଜାଭେଦ ସିମନାନି, ଚନ୍ଦୌଲିରୁ ସତ୍ୟେନ୍ଦ୍ର କୁମାର ମୌର୍ଯ୍ୟ ଏବଂ ରୋବର୍ଟଗଞ୍ଜରୁ ଧନେଶ୍ୱର ଗୌତମ ପ୍ରାର୍ଥୀ ହୋଇଛନ୍ତି। ବିଏସପି ଏପର୍ଯ୍ୟନ୍ତ ୪୫ ଜଣ ପ୍ରାର୍ଥୀ ଘୋଷଣା କରିଛି। ୨୦୨୪ଲୋକ ସଭା ନିର୍ବାଚନରେ ବିଏସପି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post