୫୦ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍
ବାଲେଶ୍ୱର: ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୫୦ ଘଣ୍ଟା ପରେ ସୁଧୁରୁଲା ସ୍ଥିତି । ଟ୍ରେନ ଚଳାଚଳ ପାଇଁ ୨ଟି ଟ୍ରାକକୁ ପ୍ରସ୍ତୁତ କରାଯାଇଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଗଡ଼ିଛି ମାଲବାହୀ ଟ୍ରେନ । ଡାଉନ୍ ଟ୍ରେନ୍ ଚାଲିଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହି ଟ୍ରେନ୍ ଗଡ଼ିଛି । ୨ ତାରିଖ ସନ୍ଧ୍ୟାରେ ଭୟଙ୍କର ରେଳ ଦୁର୍ଘଟଣା ପରେ ବନ୍ଦ ରହିଥିଲା ଟ୍ରେନ ଚଳାଚଳ ।
#WATCH | Odisha: Union Railway Minister Ashwini Vaishnaw takes stock as the train movement resumed in the affected section where the horrific #BalasoreTrainAccident took place pic.twitter.com/PoJgf9iP48
— ANI (@ANI) June 4, 2023
#WATCH | Odisha: Latest visuals from the spot where the deadly #BalasoreTrainTragedy took place.
After the completion of restoration work, train movement was resumed yesterday night pic.twitter.com/Q6AytOaTo2
— ANI (@ANI) June 5, 2023
#WATCH | Indian Railways has started running passenger trains on the tracks which were affected due to #TrainAccident in Odisha’s Balasore pic.twitter.com/E9NTCv1ieO
— ANI (@ANI) June 5, 2023