ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଗୁଳିମାଡ଼
ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି । ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ ସିଂହଙ୍କ କାରକେଡକୁ ଆକ୍ରମଣ କରାଯାଇଛି । କୁକୀ ସଂପ୍ରଦାୟ ପକ୍ଷରୁ ଗୁଳି କରାଯାଇଛି ବୋଲି ସୂଚନା ମିଳିଛି । ତେବେ ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି, ଏହି ଆକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ କାରକେଡରେ ନଥିବାର ସୂଚନା ମିଳିଛି । ତେବେ ଏହି ଗୁଳିମାଡରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି କରାଯାଇଛି ।