ଭୁଶୁଡ଼ିପଡ଼ିଲା ଗଙ୍ଗା ନଦୀ ଉପରେ ନିର୍ମିତ ହେଉଥିବା ବ୍ରିଜ୍
ସୁଲାତନଗଞ୍ଜ: ବିହାରର ଭାଗଲପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି । ବ୍ରିଜ୍ର ଦୁଇଟି ପାର୍ଶ୍ୱ କେମିତି ଭୁଶୁଡ଼ିବା ସହ ପାଣିରେ ମିଶି ଯାଉଛି, ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏଯାଏ ବ୍ରିଜ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନି । ଅଗୁୱାନି ସୁଲାତନଗଞ୍ଜ ଗଙ୍ଗା ବ୍ରିଜ ବିହାରର ଖାଗାରିଆ ଠାରେ ନିର୍ମାଣ ଚାଲିଥିଲା । ଗଙ୍ଗା ନଦୀ ଉପରେ ହେଉଥିବା ବ୍ରିଜ ପାଇଁ ୧୭ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା ।
#WATCH | Bihar: Latest visuals from the spot in Bhagalpur where under construction Aguwani-Sultanganj bridge collapsed for the second time yesterday pic.twitter.com/c76IMqNZai
— ANI (@ANI) June 5, 2023
#WATCH | Bhagalpur, Bihar:…" Initially we thought it was a blast…later we understood that the bridge had collapsed…this shows the corruption in the govt…this is not the first time…this state govt is corrupted, there should be a probe…": Rakesh Kumar, an eye witness of… pic.twitter.com/Pg7o0Kdcpr
— ANI (@ANI) June 5, 2023