ବିମାନରେ ବେଙ୍ଗାଲୁରୁରୁ ସାନ୍ ଫ୍ରାନ୍ସିସ୍କୋ ଯାଉଥିବା ଜଣେ ସାମ୍ବାଦିକଙ୍କ ଖାଦ୍ୟରେ ବ୍ଲେଡ୍ ବାହାରିଛି। ଏକ୍ସରେ ସାମ୍ବାଦିକ ମାଥ୍ୟୁରେସ୍ ପଉଲ୍ ସେୟାର୍ କରିଥିବା ପୋଷ୍ଟ ଅନୁସାରେ, ଏୟାର୍ ଇଣ୍ଡିଆ ବିମାନ ଏଆଇ୧୭୫ରେ ଆଳୁ ଭଜା ଓ ଚାଟ୍ ମଗାଇଥିଲେ। ଚାଟ୍ରେ ସେ ଏକ ବ୍ଲେଡ୍ଭଳି ଧାତୁ ଖଣ୍ଡ ପାଇଥିଲେ। ଦୈବାତ୍ ଏହାଦ୍ବାରା ତାଙ୍କର କିଛି କ୍ଷତି ହୋଇନାହିଁ, କିନ୍ତୁ ଏୟାର୍ ଇଣ୍ଡିଆର ଖାଦ୍ୟ ଛୁରିି ଭଳି କାଟିପାରେ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post