ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ‘ଏସ୍‌ସିଓ’ ସମ୍ମିଳନୀକୁ ସ୍ବାଗତ

ନୂଆଦିଲ୍ଲୀ:  ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ୍‌ ଭୁଟ୍ଟୋ-ଜର୍ଦାରିଙ୍କୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ‘ସଙ୍ଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’  ‘କନ୍‌କ୍ଲେଭ୍‌’କୁ ପାଛୋଟି ନେଇଛନ୍ତି। ପ୍ରଥମେ ପରସ୍ପରକୁ ନମସ୍କାର କରିଥିଲେ ପରେ  ଜୟଶଙ୍କର ତାଙ୍କୁ ସମ୍ମଳନୀ ସ୍ଥଳ ଭିତରକୁ ପାଛୋଟି ନେଇଥିଲେ। ବିଲ୍‌ୱାଲ୍‌ ଭୁଟ୍ଟୋ-ଜର୍ଦାରି ହେଉଛନ୍ତି ପ୍ରାୟ ୧୨ ବର୍ଷ ପରେ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଥିବା ଜଣେ ବୈଦେଶିକ ମନ୍ତ୍ରୀ ।