କର୍ଣ୍ଣାଟକରେ ମତଦାନ ଆରମ୍ଭ: ବିଜେପି ନା କଂଗ୍ରେସ!
ବେଙ୍ଗାଲୁରୁ: ଏଥର କର୍ଣ୍ଣାଟକ ନିର୍ବାଚନ ମୋଦି ବନାମ ରାହୁଲ ରହିଛି । କଂଗ୍ରେସ ଏଠାରେ ସରକାର ଗଠନ କରିବ ବୋଲି ଦାବି କରୁଥିବା ବେଳେ ବିଜେପି ପୁଣି ସରକାର ଗଠନ କରିବ ବୋଲି କହିଆସୁଛି । ଏସବୁ ଭିତରେ ଆଜି ସକାଳ ୭ଟାରୁ କର୍ଣ୍ଣାଟକ ବିଧାନସଭା ନିମନ୍ତେ ୨୨୪ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଧାଡିରେ ଆସି ମତଦାତାମାନେ ଭୋଟ ଦେଉଛନ୍ତି । ଭୋଟ ଦେବାକୁ ରାଜନେତାମାନେ ଟୁଇଟ କରିଛନ୍ତି । ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ମତଦାନ କରୁଛନ୍ତି ୫ କୋଟି ୩୦ ଲକ୍ଷରୁ ଅଧିକ ଭୋଟର। ମଇଦାନରେ ଅଛନ୍ତି ୨୬୧୫ ପ୍ରାର୍ଥୀ । ନିର୍ବାଚନ ପାଇଁ ରାଜ୍ୟରେ ମୋଟ୍ ୫୮ ହଜାର ୫୪୫ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି। ବିଧାନସଭା ନିର୍ବାଚନକୁ ମୁକ୍ତ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି। ରାଜ୍ୟ ପୋଲିସ ଫୋର୍ସ ସହିତ କେନ୍ଦ୍ରୀୟ ଫୋର୍ସଙ୍କୁ ବିଭିନ୍ନ ପୁଲିଂ ବୁଥରେ ମୁତୟନ କରାଯାଇଛି। କଂଗ୍ରେସ ଓ ବିଜେପି ମଧ୍ୟରେ ଏଥର ଘମାଘୋଟ ଲଢେଇ କର୍ଣ୍ଣାଟକ ନିର୍ବାଚନରେ ଦେଖିବାକୁ ମିଳିଛି। ସବୁ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିବା ବେଳେ କଂଗ୍ରେସ ନିଜର ପୁରୁଣାଗଡ଼ ହାତେଇବାକୁ ସବୁ ପ୍ରକାର ପ୍ରୟାସ କରିଛି ।
Eshwar Khandre, working president of Karnataka Congress, casts his vote in Bidar's Bhalki area #KarnatakaElections pic.twitter.com/Ti1xBFaTcO
— ANI (@ANI) May 10, 2023
#WATCH | Karnataka CM Basavaraj Bommai offered prayers at a Hanuman temple in Hubbali as voting continues across the state. He is contesting as a BJP candidate from Shiggaon assembly constituency.#KarnatakaElections pic.twitter.com/LGbOwJ1MWE
— ANI (@ANI) May 10, 2023
#WATCH | "BY Vijayendra is going to get more than 40,000 votes here. We will get the absolute majority and will form the govt, there is no doubt about it. People's response is very good," says Former Karnataka CM and senior BJP leader BS Yediyurappa after casting his vote… pic.twitter.com/Gcy7vwjJKx
— ANI (@ANI) May 10, 2023
"I am very happy with the way our party conducted the campaign and the way people have reacted. I appeal to people to come and vote for the development of Karnataka," says Karnataka CM Basavaraj Bommai #KarnatakaElections pic.twitter.com/q4ALA4U0la
— ANI (@ANI) May 10, 2023
कर्नाटक का वोट…
5 गारंटी के लिए,
महिलाओं के अधिकार के लिए,
युवाओं के रोज़गार के लिए,
गरीबों के उत्थान के लिए।आएं, ज़्यादा से ज़्यादा संख्या में मतदान करें,
‘40% कमीशन’ मुक्त, प्रगतिशील कर्नाटक का साथ में निर्माण करें।#CongressWinning150 pic.twitter.com/3ycwYtabcN— Rahul Gandhi (@RahulGandhi) May 10, 2023
Urging the people of Karnataka, particularly young and first time voters to vote in large numbers and enrich the festival of democracy.
— Narendra Modi (@narendramodi) May 10, 2023