ଏକ୍ସପ୍ରେସୱେ-ନ୍ୟାସନାଲ ରାଜପଥରେ ଯାତ୍ରା କରୁଥିବା ଲୋକଙ୍କୁ ୩୧ ଜାନୁଆରୀ ରାତି ୧୨ଟା ସୁଦ୍ଧା ସେମାନଙ୍କ ଫାଷ୍ଟାଗର କେୱାଇସିକୁ ଅପଡେଟ୍ କରିବାକୁ ପଡିବ । ଫାଷ୍ଟାଗ୍ ଅପଡେଟ୍ କରିବାର ସୁବିଧା ଆପ୍ ସହିତ ଅନ୍ଲାଇନରେ ମଧ୍ୟ ଉପଲବ୍ଧ । ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଆଇ) ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ଗୋଟିଏ ଗାଡିରେ କେବଳ ଗୋଟିଏ ଫାଷ୍ଟାଗ ବ୍ୟବହାର କରାଯିବ, ଯାହାକୁ ଅପଡେଟ୍ କରିବାକୁ ପଡିବ ।କେୱାଇସି ଅପଡେଟ୍ କରିନଥିବା ଲୋକଙ୍କ ଫାଷ୍ଟାଗ୍ ଫେବୃଆରୀ ୧ ରୁ ବ୍ଲାକଲିଷ୍ଟ ହେବ । ଅବଶ୍ୟ ଏହା ପରେ ଲୋକମାନେ ଅପଡେଟ୍ କରିପାରିବେ, କିନ୍ତୁ ଫେବୃଆରୀ ୧ ରୁ ଟୋଲ୍ ପ୍ଲାଜା ଦେଇ ଗାଡ଼ି ସେବେ ଯାଇପାରିବ, ଯେବେ ଫାଷ୍ଟାଗ୍ରେ କେୱାଇସି ଅପଡେଟ ହେବ ଓ ତାହା ବ୍ଲକଲିଷ୍ଟ ହେବନାହିଁ ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post
Next Post